ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ । ପରିବର୍ତ୍ତନ ହେଲା ରାଷ୍ଟ୍ରପତିଙ୍କ ରହଣୀସ୍ଥଳ । ଘରୋଇ ହୋଟେଲ୍ ପରିବର୍ତ୍ତେ ରାଜଭବନରେ ରହିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ରାଜଭବନରେ ରାତ୍ରୀ ଅତିବାହିତ କରିବେ । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା ।

Leave a Reply

Your email address will not be published. Required fields are marked *