ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ |

ବରଗଡ଼ ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଅଘଟଣ ; ଶ୍ରମିକଙ୍କୁ ଚାପିଦେଲା ଟ୍ରକ, ୪ ଜଣଙ୍କ ମୃତ୍ୟୁ | ନଳକୂପ ଖନନ ବେଳେ ଶ୍ରମିକଙ୍କୁ ଚାପିଦେଲା ଟ୍ରକ | ଦୁର୍ଘଟଣାରେ ୪ ମୃତ, ଜଣେ ଗୁରୁତର ଆହତ | ଟ୍ରକ ଡ୍ରାଇଭର ଅଟକ, ଶ୍ରମିକଙ୍କ ପରିଚୟ ଅସ୍ପଷ୍ଟ | ଘଟଣାସ୍ଥଳରେ ମେଲଛାମୁଣ୍ଡା ପୋଲିସର ତଦନ୍ତ ଜାରି |

Leave a Reply

Your email address will not be published. Required fields are marked *