ରାଜ୍ୟର ୪ଟି ନୂଆ ସହର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବରରେ ଏୟାରଟେଲ୍‌ ପକ୍ଷରୁ ୫ଜି ସେବା ଆରମ୍ଭ । ରାଜ୍ୟର ମୋଟ ୮ଟି ସହରରେ କମ୍ପାନିର ୫ଜି ସେବା ପହଞ୍ଚିଛି।

ଭୁବନେଶ୍ବର: ରାଜ୍ୟର ୪ଟି ନୂଆ ସହର ଅନୁଗୁଳ, ସମ୍ବଲପୁର, ବ୍ରହ୍ମପୁର ଓ ବାଲେଶ୍ବରରେ ଏୟାରଟେଲ୍‌ ପକ୍ଷରୁ ୫ଜି ସେବା ଆରମ୍ଭ ହୋଇଛି। ରାଜ୍ୟର ମୋଟ ୮ଟି ସହରରେ କମ୍ପାନିର ୫ଜି ସେବା ପହଞ୍ଚିଛି। ପୂର୍ବରୁ ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ ଏୟାରଟେଲ୍‌ର ୫ଜି ସେବା ଉପଲବ୍ଧ ହୋଇଥିଲା।

Leave a Reply

Your email address will not be published. Required fields are marked *