ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମାଆ ସମଲେଶ୍ବରୀଙ୍କ ମନ୍ଦିର | କୋଭିଡ ସଂକ୍ରମଣ ଦୃଷ୍ଟିରୁ ଜାନୁଆରି ୩୧ ତାରିଖ ଯାଏ ବନ୍ଦ ରହିବ ସମଲେଶ୍ବରୀ ମନ୍ଦିର | କେବଳ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ଚାଲିବ ପୂଜାର୍ଚ୍ଚନା | ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସୂଚନା

Leave a Reply

Your email address will not be published. Required fields are marked *