ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତ ଡାକ୍ତରୀ ଛାତ୍ରଙ୍କ ନାମ ଚନ୍ଦନ ଜିନ୍ଦଲ । ମୃତଦେହ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୃତକଙ୍କ ବାପା । ମୃତକ ଛାତ୍ର ପଞ୍ଜାବର ହୋଇଥିବା ସୂଚନା ।

Leave a Reply

Your email address will not be published. Required fields are marked *