ରାଜ୍ୟରେ ଦିନକରେ ଆଉ ୧୩୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସଂଗରୋଧରୁ ୭୮, ଲୋକାଲ କେସ ୬୦ ରହିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୪୮୭କୁ ବୃଦ୍ଧି, ୧ ହଜାର ୯୨୩ ଆକ୍ଟିଭ କେସ୍‌ । ସମ୍ବଲପୁରରୁ ସର୍ବାଧିକ ୩୧ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *