କ୍ରାଇମବ୍ରାଞ୍ଚର ନୂଆ ଏଡିଜି ଭାବେ ଦାୟିତ୍ବ ଗ୍ରହଣ କଲେ ଅରୁଣ ବୋଥ୍ରା । ୧୯୯୬ ମସିହା ବ୍ୟାଚ ଆଇପିଏସ ଅଧିକାରୀ ହେଉଛନ୍ତି ଅରୁଣ ବୋଥ୍ରା । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଠାରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *