ଏସୀୟ କ୍ରୀଡ଼ା: ପୁରୁଷ ହକିରେ ଭାରତକୁ ମିଳିଲା ସ୍ବର୍ଣ୍ଣ ପଦକ । ଜାପାନକୁ ୫-୧ରେ ହରାଇ ସ୍ବର୍ଣ୍ଣ ଜିତିଲା ଭାରତ। ହରମନପ୍ରୀତଙ୍କୁ ମିଳିଲା ୨ଟି ଗୋଲ । ମନପ୍ରୀତ, ରୋହିଦାସ ଓ ଅଭିଷେକଙ୍କୁ ମିଳିଲା ଗୋଟିଏ ଲେଖାଏଁ ଗୋଲ । ୯ ବର୍ଷ ପରେ ଏସିଆନ୍‌ ଗେମ୍ସରେ ସ୍ବର୍ଣ୍ଣ ଜିତିଲା ଭାରତ |

Leave a Reply

Your email address will not be published. Required fields are marked *