ଫେବ୍ରୁଆରୀ ୫ ରୁ ବିଧାନସଭା ଅଧିବେଶନ

ଫେବ୍ରୁଆରୀ ୫ ରୁ ବିଧାନସଭା ଅଧିବେଶନ | ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି | ୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବୈଠକ, ୫ ତାରିଖରେ BJDର ବିଧାୟକ ଦଳ ବୈଠକ | ସୂଚନା ଦେଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି | ଚଳିତ ଅଧିବେଶନରେ ଆସିବ କାମଚଳା ବଜେଟ୍ |

Leave a Reply

Your email address will not be published. Required fields are marked *