ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି, ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ ପ୍ରବେଶ କରିଛନ୍ତି ୧୫୬ ଜଣ, ସେମାନଙ୍କୁ ୭ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଉଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
ଓମିକ୍ରନ୍ ରିସ୍କ ଦେଶରୁ ଏଯାଏ ୩୮୦ ଜଣ ଓଡ଼ିଶା ଫେରିଛନ୍ତି, ଗତ ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ୨୨୪ ଜଣ ଆସିଥିବା ବେଳେ ୨୯ ତାରିଖରେ ରାଜ୍ୟରେ
Read more