ବାତ୍ୟା ‘ଜୱାଦ’ ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ।

ବାତ୍ୟା ‘ଜୱାଦ’ ପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ମହୋତ୍ସବ । ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ବି ବନ୍ଦ ହେଲା । ମହୋତ୍ସବ ବନ୍ଦ ନେଇ

Read more

ଡ୍ରଗ୍ସ ମାଫିଆ ଟକଲୁ ରାଜାର ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ

ଡ୍ରଗ୍ସ ମାଫିଆ ଟକଲୁ ରାଜାର ସମ୍ପତ୍ତି ବାଜ୍ୟାପ୍ତ | ୨କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା କ୍ରାଇମବ୍ରାଞ୍ଚ STF, ବାଜ୍ୟାପ୍ତ ସମ୍ପତ୍ତିରେ ରହିଛି ୧୧ଟି ପ୍ଲଟ ।

Read more

ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି । ଅନ୍ୟ ରାଜ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଅନୁଷ୍ଠିତ ହେବ ।

ସାମୁଦ୍ରିକ ବାତ୍ୟା ‘ଜୱାଦ୍’କୁ ଦୃଷ୍ଟିରେ ରଖି ଡିସେମ୍ବର ୩ ଓ ୪ରେ ହେବାକୁ ଥିବା ୟୁଜିସି / ନେଟ ପରୀକ୍ଷା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସ୍ଥଗିତ କରାଯାଇଛି

Read more

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ରବିବାର ସାପ୍ତାହିକ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର । ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ । ସେହିପରି ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ରବିବାର ସାପ୍ତାହିକ ଛୁଟିକୁ ବାତିଲ କଲେ ରାଜ୍ୟ ସରକାର । ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ

Read more

ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର ମହକୁମା ନଛାଡ଼ିବାକୁ ନିର୍ଦେଶ । ବାତ୍ୟା ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

ସମ୍ଭାବ୍ୟ ବାତ୍ୟା ଜୱାଦ ଦୃଷ୍ଟିରୁ କୋରାପୁଟ ଜିଲ୍ଲାର ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ । କାଲିଠୁ ୫ ଯାଏ ବିନା ଅନୁମତିରେ ସଦର

Read more

ଖୋର୍ଦ୍ଧା ବେଗୁନିଆ ଥାନା ଧଳାପଥର ବଜାରର ନାରାୟଣ ଜୁଏଲରୀରୁ ବନ୍ଧୁକ ଦେଖାଇ ବୋମା ମାଡ଼ କରି ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଲୁଟ୍‌ ପରେ ୩ଟି ବାଇକ୍‌ରେ ଆସିଥିବା ୭ ଦୁର୍ବୃତ୍ତ ଫେରାର । ବୈଦେଶ୍ବର ଥାନା ଓ ଧଳାପଥର ଫାଣ୍ଡି ପକ୍ଷରୁ ତଦନ୍ତ ଜାରି

ଖୋର୍ଦ୍ଧା ବେଗୁନିଆ ଥାନା ଧଳାପଥର ବଜାରର ନାରାୟଣ ଜୁଏଲରୀରୁ ବନ୍ଧୁକ ଦେଖାଇ ବୋମା ମାଡ଼ କରି ସୁନାଗହଣା ଲୁଟିଲେ ଦୁର୍ବୃତ୍ତ । ଲୁଟ୍‌ ପରେ ୩ଟି ବାଇକ୍‌ରେ

Read more

ବ୍ରହ୍ମପୁରରେ ସ୍ବାମୀଙ୍କ ସହ ରହିବା ଦାବିରେ ତପସ୍ବିନୀଙ୍କ ଧାରଣା ମାମଲାରେ ବ୍ରହ୍ମପୁର SDJM କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସିକା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭ ଦିନ ଏକାଠି ରହିବେ ତପସ୍ବିନୀ ଓ ସ୍ବାମୀ ସୁମିତ । କୌଣସି ତୃତୀୟ ବ୍ୟକ୍ତି ଭେଟିବା ମନା, ୭ ଦିନ ପରେ ପୁଣି କୋର୍ଟରେ ମାମଲାର ଶୁଣାଣି ହେବ

ବ୍ରହ୍ମପୁରରେ ସ୍ବାମୀଙ୍କ ସହ ରହିବା ଦାବିରେ ତପସ୍ବିନୀଙ୍କ ଧାରଣା ମାମଲାରେ ବ୍ରହ୍ମପୁର SDJM କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସିକା ଥାନା ଅଧିକାରୀଙ୍କ ତତ୍ତ୍ବାବଧାନରେ ୭ ଦିନ

Read more

ପାଇକ ବିଦ୍ରୋହ ଦେଶର ‘ପ୍ରଥମ ସ୍ୱାଧୀନତା ଆନ୍ଦୋଳନ’ ନୁହେଁ : ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର : ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କୁହାଯାଇପାରିବ ନାହିଁ। ଦଳମତ ନିର୍ବିଶେଷରେ ରାଜ୍ୟର ସବୁ ବର୍ଗର ଲୋକଙ୍କ ଦାବି

Read more

ଢେଙ୍କାନାଳ ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ। ଆଜି ଆସିଥିବା ୫୦ ଜଣଙ୍କ RT-PCR ରିପୋର୍ଟରୁ ୧୬ ଜଣ ପଜିଟିଭ୍‌। କଲେଜରେ କୋରୋନା ପଜିଟିଭ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୩କୁ ବୃଦ୍ଧି । ଗତକାଲିଠୁ କଲେଜ ସମେତ କୁଞ୍ଜକାନ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ।

ଢେଙ୍କାନାଳ ସାଇକୃପା ଆବାସିକ କଲେଜର ଆଉ ୧୬ ପିଲା କୋରୋନା ପଜିଟିଭ। ଆଜି ଆସିଥିବା ୫୦ ଜଣଙ୍କ RT-PCR ରିପୋର୍ଟରୁ ୧୬ ଜଣ ପଜିଟିଭ୍‌। କଲେଜରେ କୋରୋନା

Read more

ଘଡିଆଳ ଦେହରେ ଲାଗିଲା ଟ୍ରାନ୍ସମିଟର । ଘଡିଆଳଙ୍କ ଗତିବିଧି ଜାଣିବ ସାଟେଲାଇଟ ଟ୍ରାନ୍ସମିଟର । ନନ୍ଦନକାନନର ଘଡିଆଳକୁ ମହାନଦୀରେ ଛଡାଯାଇଛି । ପ୍ରଜନନ ପୂର୍ବ ଓ ପରର ଗତିବିଧିକୁ ନେଇ କରାଯିବ ଗବେଷଣା । ନନ୍ଦନକାନନର ୮ଟି ଘଡିଆଳରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର ।

ଘଡିଆଳ ଦେହରେ ଲାଗିଲା ଟ୍ରାନ୍ସମିଟର । ଘଡିଆଳଙ୍କ ଗତିବିଧି ଜାଣିବ ସାଟେଲାଇଟ ଟ୍ରାନ୍ସମିଟର । ନନ୍ଦନକାନନର ଘଡିଆଳକୁ ମହାନଦୀରେ ଛଡାଯାଇଛି । ପ୍ରଜନନ ପୂର୍ବ ଓ ପରର

Read more