୪୭ ଟ୍ରେନ୍ ସମୟରେ ପରିବର୍ତ୍ତନ : ଟ୍ରେନ ଯାତ୍ରା ପୂର୍ବରୁ ଯାଞ୍ଚ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ
ଭୁବନେଶ୍ବର : ଅକ୍ଟୋବର ପହିଲା(ଶନିବାର)ଠାରୁ ପୂର୍ବତଟ ରେଳପଥ ପକ୍ଷରୁ ୪୭ଟି ଟ୍ରେନ୍ ସମୟରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ଉତ୍ପତ୍ତି ଷ୍ଟେସନ୍(ଛାଡ଼ୁଥିବା ମୂଳ ଷ୍ଟେସନ୍)ରେ ପୂର୍ବ ନିର୍ଦ୍ଧାରିତ ସମୟରେ
Read more