୨ ମହିଳାଙ୍କ ପେଟରୁ ବାହାରିଲା ୧୬୧ କୋକେନ ଭର୍ତ୍ତି କ୍ୟାପସୁଲ, ମୂଲ୍ୟ ୨୮ କୋଟି

ନୂଆଦିଲ୍ଲୀ : ନିଶାଦ୍ରବ୍ୟ ଚାଲାଣର ନୂଆ ତରିକା ଖୋଜି ପାଇଗଲେଣି ଚାଲାଣକାରୀ। ଆଉ ବ୍ୟାଗ, ଆଟାଚ ଭିତରେ ନୁହେଁ ଏବେ ସିଧା ପେଟ ଭିତରେ ହେଉଛି କୋକେନ

Read more

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ

ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀଟି ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ତାକୁ ସାପ କାମୁଡ଼ିଥିଲା। ଏଥିଯୋଗୁ ସିଂହୀଟିର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ତା’ର

Read more

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ସିଂହୀ। ସାପ କାମୁଡ଼ା ଯୋଗୁ ଗୁରୁତର ହୋଇଥିବା ସିଂହୀର ଗତକାଲିଠୁ ଚିକିତ୍ସା ଚାଲିଥିବା ବେଳେ ଆଜି ତା’ର

Read more

ଆସନ୍ତାକାଲି ଭାରତର ବଡ଼ ଡ୍ରୋନ ମହୋତ୍ସବକୁ ଉଦଘାଟିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦୁଇ ଦିନିଆ ଡ୍ରୋନ ମହୋତ୍ସବ ୨୭ମେ’ରୁ ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ ।

ଆସନ୍ତାକାଲି ଭାରତର ବଡ଼ ଡ୍ରୋନ ମହୋତ୍ସବକୁ ଉଦଘାଟିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଦୁଇ ଦିନିଆ ଡ୍ରୋନ ମହୋତ୍ସବ ୨୭ମେ’ରୁ ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ

Read more

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ, ୩ ତାରିଖ ଯାଞ୍ଚ, ୬ଜୁନ ପ୍ରତ୍ୟାହାରର ଶେଷ ତାରିଖ । ୧୩ ତାରିଖରେ ନିର୍ବାଚନ, ୧୭ ତାରିଖ ପୂର୍ବରୁ ସରିବ ନିର୍ବାଚନ ପ୍ରକ୍ରିୟା । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ପଡିଥିଲା ରାଜ୍ୟସଭା ଆସନ |

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | ୨ ଜୁନ୍‌ରେ ନାମାଙ୍କନ ଦାଖଲର ଶେଷ ତାରିଖ, ୩ ତାରିଖ ଯାଞ୍ଚ, ୬ଜୁନ ପ୍ରତ୍ୟାହାରର ଶେଷ ତାରିଖ ।

Read more

ପୁରୀ: ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର | ହତ୍ୟା ନାଁ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା, ୨ ପରିବାର ମୁହାଁମୁହିଁ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ |

ପୁରୀ: ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର | ହତ୍ୟା ନାଁ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା, ୨

Read more

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଥିବା କହିଲା ବିଜେଡି | ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ | ବିଧାନସଭାରେ ବିଧାୟକଙ୍କ ଦ୍ୱାରା ସର୍ବସମ୍ମତିରେ ପାରିତ ହୋଇଥିଲା | ପରେ ଏହାକୁ NMAକୁ ପଠାଯାଇଥିଲା,ସେ ପ୍ରସ୍ତାବକୁ ଅନୁମୋଦନ କରିଥିଲେ ବୋଲି କହିଲେ ବିଜେଡି ମୁଖପାତ୍ର। |

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଥିବା କହିଲା ବିଜେଡି | ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ | ବିଧାନସଭାରେ ବିଧାୟକଙ୍କ ଦ୍ୱାରା

Read more

ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ ଜଣ ଧମା ଅଞ୍ଚଳର ହୋଇଥିବା ସୂଚନା |

ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍‌, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ

Read more

ଢେଙ୍କାନାଳ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ବୁଡ଼ି ନାବାଳକର ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଧଳପୁର ଗାଁର ୧୨ବର୍ଷୀୟ ଚିନ୍ମୟ ରାଉତ । ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ବୁଡ଼ି ଯାଇଥିଲେ ଚିନ୍ମୟ । ଉଦ୍ଧାର ପରେ ସାଙ୍ଗମାନେ ହସ୍ପିଟାଲ ନେଇଥିଲେ, ଡାକ୍ତର ମୃତ ଘୋଷଣା କଲେ |

ଢେଙ୍କାନାଳ ଧଳପୁର ବ୍ରାହ୍ମଣୀ ନଦୀଘାଟରେ ବୁଡ଼ି ନାବାଳକର ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଧଳପୁର ଗାଁର ୧୨ବର୍ଷୀୟ ଚିନ୍ମୟ ରାଉତ । ସାଙ୍ଗମାନଙ୍କ ସହ ଗାଧୋଉଥିବା

Read more

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପଠାଇଲା ପୋଲିସ । ଆତ୍ମହତ୍ୟା କରିଥିବା ସନ୍ଦେହ, ତଦନ୍ତ କରୁଛି ବିଡ଼ାନାସୀ ପୋଲିସ |

କଟକ ବିଡାନାସୀ ଏନସିସି ଘାଟରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକେ ମୃତଦେହ ଉଦ୍ଧାର କରି ପୋଲିସକୁ ଖବର ଦେଲେ । ମୃତଦେହ ବ୍ୟବଚ୍ଛେଦ

Read more