ଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଆହତ, ୪ଗୁରୁତର, ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା । ସମସ୍ତ ଗୁରୁତର ଢେଙ୍କାନାଳ ଚିକିତ୍ସାଳୟକୁ ସ୍ଥାନାନ୍ତର । ଢେଙ୍କାନାଳରୁ ବଣସିଂହ ଅଭିମୁଖେ ଯାଉଥିଲା ବସ୍‌ । ବସରେ ୪୫ରୁ ଅଧିକ ଯାତ୍ରୀ ଥିଲେ |

ଢେଙ୍କାନାଳ ବଣସିଂହ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଆହତ, ୪ଗୁରୁତର, ଗୁରୁତରଙ୍କ ମଧ୍ୟରେ ୭ବର୍ଷର ଶିଶୁ ଥିବା ସୂଚନା ।

Read more

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ | ଉତ୍ତରପ୍ରଦେଶର କରହଲ ବିଧାନସଭା ଆସନରେ ବାଜିମାତ କରିବା ପରେ ଛାଡିଲେ ସାଂସଦ ପଦ । ଏଣିକି ବିଧାୟକ ଭାବେ କାମ କରିବାକୁ ଅଖିଳେଶଙ୍କ ନିଷ୍ପତ୍ତି |

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ | ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କଲେ

Read more

ପୁରୀରେ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ବନ୍ଧା ହେଲେ ଫେରାର ଥିବା ଆଉ ୩ ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡାକୁ ପୋଲିସ ଗିରଫ କରିଥିବା ପୁରୀ ଏସ୍ପିଙ୍କ ସୂଚନା | ହତ୍ୟା ଘଟଣାରେ ଏଯାଏ ୧୦ଜଣଙ୍କୁ ଗିରଫ କଲାଣି ପୋଲିସ । ଭୁବନେଶ୍ବର ନିକଟରୁ ଆଜି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ |

ପୁରୀରେ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ବନ୍ଧା ହେଲେ ଫେରାର ଥିବା ଆଉ ୩ ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ କୁନମୁନ ସୁଆର, ଟୁଟୁ ମହାପାତ୍ର ଓ

Read more

ମାର୍ଚ୍ଚ ୨୮ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ | ଶପଥ ପାଠ ସମାରୋହରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି |

ମାର୍ଚ୍ଚ ୨୮ତାରିଖରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାୱନ୍ତ | ଶପଥ ପାଠ ସମାରୋହରେ ଯୋଗ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦି |

Read more

ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ | 5T ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍‌. ଭିନୀଲ କ୍ରିଷ୍ଣା, ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଭି.ଭି. ଯାଦବ ।

ସମ୍ବଲପୁରରେ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ | 5T ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ

Read more

ଚୀନରେ ବିମାନ ଦୁର୍ଘଟଣା ; ବିମାନରେ ଥିଲେ ୧୩୩ ଯାତ୍ରୀ, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ

ବେଜିଂ : ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବିମାନ। ଚୀନ୍‌ର ବୋଇଂ ୭୩୭ ବିମାନଟିରେ ନିଆଁ ଲାଗିଯାଇଛି। ଦୁର୍ଘଟଣାବେଳେ ବିମାନରେ ପ୍ରାୟ ୧୩୩ ଯାତ୍ରୀ ଥିଲେ।

Read more

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ କ୍ରିକେଟର ହରଭଜନ ସିଂହ । ପଞ୍ଜାବରୁ ରାଜ୍ୟସଭାକୁ ନିଜର ଅନ୍ୟତମ ପ୍ରାର୍ଥୀ ଭାବରେ ମନୋନୀତ କଲା ଆମ୍ ଆଦମୀ ପାର୍ଟି |

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ପୂର୍ବତନ କ୍ରିକେଟର ହରଭଜନ ସିଂହ । ପଞ୍ଜାବରୁ ରାଜ୍ୟସଭାକୁ ନିଜର ଅନ୍ୟତମ ପ୍ରାର୍ଥୀ ଭାବରେ ମନୋନୀତ କଲା ଆମ୍ ଆଦମୀ

Read more

ପୌର ନିର୍ବାଚନ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ନିର୍ବାଚନ କମିଶନରଙ୍କ ସୂଚନା | ମୋଟ ୪୦ ଲକ୍ଷ ୫୫ ହଜାର ୫୩ ଜଣ ଭୋଟର୍ ଭୋଟ୍ ଦେବେ । ପ୍ରତିଟି ବୁଥରେ ରହିବ ୨ଟି ଏଭିଏମ । ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ ଯାଏଁ ମତଦାନ । ଭୋଟ୍ ଗ୍ରହଣ ପାଇଁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ରହିବେ | BMCରେ ୩୦, CMC ୨୦ ଓ BeMCରେ ୧୦ ପ୍ଲାଟୁନ୍‌ ଫୋର୍ସ ରହିବେ |

ପୌର ନିର୍ବାଚନ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ନିର୍ବାଚନ କମିଶନରଙ୍କ ସୂଚନା | ମୋଟ ୪୦ ଲକ୍ଷ ୫୫ ହଜାର ୫୩ ଜଣ ଭୋଟର୍ ଭୋଟ୍ ଦେବେ

Read more

ପଞ୍ଜାବରୁ ରାଜ୍ୟସଭା ଯିବେ କ୍ରିକେଟର ହରଭଜନ ସିଂ ଓ ଦିଲ୍ଲୀ ବିଧାୟକ ରାଘବ ଚଢା | ପଞ୍ଜାବରୁ ରାଜ୍ୟସଭାକୁ ପଠାଇବ ଆମ୍ ଆଦମୀ ପାର୍ଟି

ପଞ୍ଜାବରୁ ରାଜ୍ୟସଭା ଯିବେ କ୍ରିକେଟର ହରଭଜନ ସିଂ ଓ ଦିଲ୍ଲୀ ବିଧାୟକ ରାଘବ ଚଢା | ପଞ୍ଜାବରୁ ରାଜ୍ୟସଭାକୁ ପଠାଇବ ଆମ୍ ଆଦମୀ ପାର୍ଟି

Read more

କୋରାପୁଟ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ | ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି, ମାଓ ଗତିବିଧିର ସମୀକ୍ଷା କରିବେ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଇଣ୍ଟେଲିଜେନ୍ସ ପ୍ରମୁଖ ଗସ୍ତରେ ସାମିଲ | BSF ହେଲିପ୍ୟାଡରୁ ଓହ୍ଲାଇ SOG କ୍ୟାମ୍ପ କଲେ ପରିଦର୍ଶନ ।

କୋରାପୁଟ ଗସ୍ତରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ | ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି, ମାଓ ଗତିବିଧିର ସମୀକ୍ଷା କରିବେ, ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଇଣ୍ଟେଲିଜେନ୍ସ ପ୍ରମୁଖ ଗସ୍ତରେ

Read more