କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କାନପୁର ଗାଁରେ ଅଭାବନୀୟ ଘଟଣା | ପାରିବାରିକ କଳହରୁ ୨ ମାସର ପୁଅକୁ ମାରିଦେଲା ମାଆ , ପୁଅକୁ ମାରି ଅଖାରେ ପୂରାଇ କୂଅକୁ ଫିଙ୍ଗିଦେଲା ମାଆ | ବାପା-ମାଆଙ୍କୁ ଅଟକ ରଖି ମାର୍ଶାଘାଇ ପୋଲିସର ତଦନ୍ତ ଜାରି |
କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା କାନପୁର ଗାଁରେ ଅଭାବନୀୟ ଘଟଣା | ପାରିବାରିକ କଳହରୁ ୨ ମାସର ପୁଅକୁ ମାରିଦେଲା ମାଆ , ପୁଅକୁ ମାରି ଅଖାରେ ପୂରାଇ
Read more