ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ | ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ ୨୫ ଲକ୍ଷ ପରିବାର, ତାରାତାରିଣୀ ପୀଠର ବିକାଶ କାର୍ଯ୍ୟକୁ ଲୋକାର୍ପଣ କରିବେ ନବୀନ ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ | ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେବେ

Read more

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩୦୬ ଜୀବନ, ଦେଶରେ ଦିନକରେ ୭ ହଜାର ୭୭୪ କୋରୋନା ଆକ୍ରାନ୍ତ ଚିହ୍ନଟ | ୯୨ ହଜାର ୨୮୧ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ, କାଲି ସୁଦ୍ଧା ୧୩୨ କୋଟି ୯୩ ଲକ୍ଷ ୮୪ ହଜାର ୨୩୦ ଡୋଜ ଟିକା ଦିଆଯାଇଛି |

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩୦୬ ଜୀବନ, ଦେଶରେ ଦିନକରେ ୭ ହଜାର ୭୭୪ କୋରୋନା ଆକ୍ରାନ୍ତ ଚିହ୍ନଟ | ୯୨ ହଜାର ୨୮୧ କୋରୋନା

Read more

ବିକ୍ଷୋଭ ପ୍ରଦର୍ଶନ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସର ମାଡ଼ ଘଟଣା | ପ୍ରତିବାଦରେ ୧୪ରେ ସବୁ ଏସ୍‌ପି ଅଫିସ୍ ଘେରିବ କଂଗ୍ରେସ, ସକାଳ ୯ରୁ ଦିନ ୧ଟା ଯାଏଁ କରିବ ବିକ୍ଷୋଭ, କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସୂଚନା |

ବିକ୍ଷୋଭ ପ୍ରଦର୍ଶନ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସର ମାଡ଼ ଘଟଣା | ପ୍ରତିବାଦରେ ୧୪ରେ ସବୁ ଏସ୍‌ପି ଅଫିସ୍ ଘେରିବ କଂଗ୍ରେସ, ସକାଳ ୯ରୁ ଦିନ

Read more

ଜନ୍ମମାଟି କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିଲା ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର, ତାଳଚେରରୁ ଶୋଭାଯାତ୍ରାରେ ଯାଇ ସେଠାରେ ପହଞ୍ଚିଲା | ସେଠାରେ ହେବ ଅନ୍ତିମ ସଂସ୍କାର, ବାୟୁସେନାର ଜୁନିୟର ଓ୍ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ, କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ |

ଜନ୍ମମାଟି କୃଷ୍ଣଚନ୍ଦ୍ରପୁରରେ ପହଞ୍ଚିଲା ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର, ତାଳଚେରରୁ ଶୋଭାଯାତ୍ରାରେ ଯାଇ ସେଠାରେ ପହଞ୍ଚିଲା | ସେଠାରେ ହେବ ଅନ୍ତିମ ସଂସ୍କାର, ବାୟୁସେନାର ଜୁନିୟର ଓ୍ୱାରେଣ୍ଟ

Read more

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ | ଛାତିରେ ଯନ୍ତ୍ରଣା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି, ବଦ୍ରି ନାରାୟଣଙ୍କୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି । କେନ୍ଦୁଝରର ଘସିପୁରା ଆସନରୁ ବିଜେଡି ବିଧାୟକ ଅଛନ୍ତି ବଦ୍ରିନାରାୟଣ ।

ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଓ ବିଧାୟକ ବଦ୍ରି ନାରାୟଣ ପାତ୍ର ଗୁରୁତର ଅସୁସ୍ଥ | ଛାତିରେ ଯନ୍ତ୍ରଣା ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି, ବଦ୍ରି

Read more

ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେନାର ଅଧିକାରୀ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଲେ | ମରଶରୀର ସହ ଯବାନଙ୍କ ଗାଁକୁ ଯିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ |

ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେନାର ଅଧିକାରୀ ସମେତ ଅନ୍ୟ

Read more

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା ବୃଦ୍ଧି କରାଯାଇଛି | ଭାରତୀୟ ସ୍ଥଳସେନାରେ ଗତ ୧୦ ବର୍ଷ ହେଲା ସାମିଲ ହୋଇଛି ଅତ୍ୟାଧୁନିକ ମଲ୍‌ଟି ବ୍ୟାରେଲ ରକେଟ ଲଞ୍ଚର ପିନାକ-ER |

ରାଜସ୍ଥାନର ପୋଖରାନରେ ପିନାକ-ER ଲଞ୍ଚର୍‌ର ସଫଳ ପରୀକ୍ଷଣ | ପିନାକ-ER ହେଉଛି ପୂର୍ବ ପ୍ରଚଳିତ ପିନାକର ଅତ୍ୟାଧୁନିକ ସଂସ୍କରଣ, DRDO ଦ୍ବାରା ପ୍ରସ୍ତୁତ ପିନାକ-ERରେ ପିନାକର କ୍ଷମତା

Read more

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ଏହି ଯାତ୍ରୀ ଦକ୍ଷିଣ ଆଫ୍ରିକା ମଧ୍ୟ ଗସ୍ତ କରିଥିଲେ |ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩କୁ ବୃଦ୍ଧି, ମହାରାଷ୍ଟ୍ରରେ ୧୭, ରାଜସ୍ଥାନରେ ୯, ଗୁଜରାଟରେ ୩ ଚିହ୍ନଟ ହେଲେଣି |

ଦିଲ୍ଲୀରେ ଦ୍ବିତୀୟ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ, ଜିମ୍ବାୱେରୁ ଫେରିଥିବା ଏହି ଯାତ୍ରୀ ଦକ୍ଷିଣ ଆଫ୍ରିକା ମଧ୍ୟ ଗସ୍ତ କରିଥିଲେ |ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୩କୁ

Read more

ରାଜ୍ୟରେ ଦିନକରେ ଆଉ ୧୭୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୨ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ରୋଗୀ ଚିହ୍ନଟ | ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୦ ହଜାର ୯୨୭ ଜଣ ରୋଗୀ, ୨୦୦୧ ଜଣ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଖୋର୍ଦ୍ଧାରେ ସର୍ବାଧିକ ୮୬ ଓ ମୟୂରଭଞ୍ଜରେ ୧୯ ଜଣ ପଜିଟିଭ୍‌ ଚିହ୍ନଟ |

ରାଜ୍ୟରେ ଦିନକରେ ଆଉ ୧୭୩ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୧୦୨ ଓ ସ୍ଥାନୀୟ ଅଞ୍ଚଳରୁ ୭୧ ରୋଗୀ ଚିହ୍ନଟ | ଏଯାଏ ସୁସ୍ଥ ହେଲେଣି ୧୦

Read more

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି |

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ| ସଂସ୍କୃତି ସଚିବ,ସଂସ୍କୃତି ନିର୍ଦ୍ଦେଶକଙ୍କ ସମେତ ସବୁ ପ୍ରତିପକ୍ଷଙ୍କୁ ଜବାବ ତଲବ,ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ

Read more