ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଅଭାବନୀୟ ଘଟଣା ; ରେଫ୍ରିଜରେଟର କମ୍ପ୍ରେସର ଫାଟି ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ
ଚଣ୍ଡୀଗଡ଼: ପଞ୍ଜାବର ଜଳନ୍ଧର ସହରରେ ‘ଫ୍ରିଜ୍ କମ୍ପ୍ରେସର୍’ ଫାଟିବାରୁ ୩ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପୁଲିସ କହିଛି
Read more