ଏସୀୟ କ୍ରୀଡ଼ା, ସ୍କ୍ବାଶ୍‌ ମିକ୍ସଡ୍‌ ଡବଲ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ; ଦୀପିକା ପାଲ୍ଲିକଲ ଓ ହରିନ୍ଦର ପାଲ ସଂ ଆଣିଲେ ପଦକ | ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି | ରୌପ୍ୟ-୩୧, ବ୍ରୋଞ୍ଜ-୩୨ ସହ ମୋଟ ପଦକ ୮୩ |

ଏସୀୟ କ୍ରୀଡ଼ା, ସ୍କ୍ବାଶ୍‌ ମିକ୍ସଡ୍‌ ଡବଲ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ; ଦୀପିକା ପାଲ୍ଲିକଲ ଓ ହରିନ୍ଦର ପାଲ ସଂ ଆଣିଲେ ପଦକ |

Read more

ନବରଙ୍ଗପୁର, ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭର ଦିଲୀପ ନାୟକଙ୍କ ମୃତ୍ୟୁ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ |

ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ଚାଲିଗଲା ସଡ଼କ ପରିବହନ ବିଭାଗର ଡ୍ରାଇଭରଙ୍କ ଜୀବନ। ଅଜଣା କାର ଧକ୍କାରେ ଆରଟିଓ ଡ୍ରାଇଭର ଦିଲୀପ ନାୟକଙ୍କ ମୃତ୍ୟୁ। ଡ୍ୟୁଟି ସାରି ଘରକୁ

Read more

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର ; ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭ

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ

Read more

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ | ରାଜ୍ୟସଭାରେ BJDର ମୁଖ୍ୟ ସଚେତକ ହେଲେ ମାନସ | ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସୂଚନା |

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ଦେଲେ BJD ସୁପ୍ରିମୋ ନବୀନ ପଟ୍ଟନାୟକ | ରାଜ୍ୟସଭାରେ BJDର ମୁଖ୍ୟ ସଚେତକ ହେଲେ ମାନସ | ସାଂଗଠନିକ

Read more

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଥୁଆମୂଳ ରାମପୁର ମାର୍କେଟିଂ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ | ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସୁଶାନ୍ତ | ବ୍ଲକ କାର୍ଯ୍ୟାଳୟରେ ଲାଞ୍ଚ ନେବୋବେଳେ ମାଡ଼ିବସିଲା ଭିଜିଲାନସ୍ ଟିମ୍ |

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଥୁଆମୂଳ ରାମପୁର ମାର୍କେଟିଂ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ | ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି ସୁଶାନ୍ତ |

Read more

ଏସିଆନ ଗେମ୍ସ: ଜ୍ୟୋତି ଭେନ୍ନାମ ଓ ଓଜାସ ଦେଓତାଲେ ଜିତିଲେ ସ୍ୱର୍ଣ୍ଣ ପଦକ

ଏସିଆନ୍ ଗେମସରେ ଟିମ୍ ଇଣ୍ଡିଆ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ ଭାରତ ୧୬ଟି ସ୍ୱର୍ଣ୍ଣ ପଦକ ପାଇଛି । ଆଜି ଜ୍ୟୋତି ଭେନ୍ନାମ

Read more

୪୦ରେ ‘ସମ୍ବାଦ’: ଆରମ୍ଭ ହେଲା ସମ୍ବାଦର ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ଯୁବ ବ୍ୟାପାର,କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ l କାର୍ଯ୍ୟକ୍ରମ‌ରେ ସଭାପତିତ୍ବ କରୁଛନ୍ତି ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକ।

୪୦ରେ ‘ସମ୍ବାଦ’: ଆରମ୍ଭ ହେଲା ସମ୍ବାଦର ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ଯୁବ ବ୍ୟାପାର,କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Read more

2023 ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ୍ ପ୍ରାଇଜ୍ ; ପାଏରୋ ଅଗୋସ୍ତିନି, ଫେରେନ୍ସ କ୍ରଜ, ଆନୀ ଏଲ’ହୁଇଲିଅର

ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। 2023 ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ।

Read more

ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର ପାଇଁ ବିଶ୍ୱ ସ୍ଥାସ୍ଥ୍ୟ ସଂଗଠନ(WHO) ର ଅନୁମତି ମିଳିଛି

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମିଳିତ ଭାବେ ବିକଶିତ କରିଥିବା ମ୍ୟାଲେରିଆ ଟିକାକୁ ମିଳିଛି ବ୍ୟାବହାରିକ ଅନୁମତି। ମ୍ୟାଲେରିଆ ଟିକା R21/Matrix-Mକୁ ବ୍ୟବହାର

Read more

ଗତ ୮ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ୬୯୮ ହାତୀ | ୨୦୧୫-୧୬ରୁ ୨୦୨୩ ପର୍ଯ୍ୟନ୍ତ ୬୯୮ ହାତୀଙ୍କ ମୃତ୍ୟୁ | ୮ ବର୍ଷ ମଧ୍ୟରେ ଓଡ଼ିଶାରେ ମରିଛନ୍ତି ୭ ମହାବଳ ବାଘ | ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତ ଏହି ଉତ୍ତର |

ଗତ ୮ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି ୬୯୮ ହାତୀ | ୨୦୧୫-୧୬ରୁ ୨୦୨୩ ପର୍ଯ୍ୟନ୍ତ ୬୯୮ ହାତୀଙ୍କ ମୃତ୍ୟୁ | ୮ ବର୍ଷ ମଧ୍ୟରେ ଓଡ଼ିଶାରେ

Read more