ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ଯାସ ପାଇଁ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି

ପୂର୍ଣ୍ଣାହୁତି ଦେବା ସହ ଶିଳାନ୍ୟାସ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ,ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ସହ ମଡେଲର ଅନାବରଣ କରିବେ,ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପାଇଁ ପୁରୀରେ କଡ଼ା

Read more

କୃଷକ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ କହିଥିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ, ସୋସିଆଲ ମିଡିଆରେ କୃଷକଙ୍କୁ ଖଲିସ୍ତାନୀଭାବେ ବର୍ଣ୍ଣନା ଅଭିଯୋଗ

Read more

ଶିକ୍ଷାନୁଷ୍ଠାନର ଜମି, ବିଭାଗ ନାଁରେ ପଞ୍ଜୀକରଣ ହେବ, ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଜମି ଗଣଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଡିଗ୍ରୀ କଲେଜ ନାଁରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଜମି ବିଭାଜନ ସମ୍ଭବ ନହେଲେ ଉଚ୍ଚଶିକ୍ଷା ବିଭାଗ ନାଁରେ ରହିବ, ବିନାମୂଲ୍ୟରେ ହେବ ପଞ୍ଜୀକରଣ

Read more

ଭୁବନେଶ୍ୱର: ଜୁନିଅର ହକି ୱାର୍ଲଡ କପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀରେ ୧୬ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ; ୧୦ଟି ହୋଟେଲରେ ରହୁଥିବା ଖେଳାଳି ଓ ଅଫିସିଆଲଙ୍କ ସୁରକ୍ଷାକୁ ଗୁରୁତ୍ୱ, ହୋଟେଲରୁ ଷ୍ଟାଡିୟମକୁ ଯିବାଆସିବା ଉପରେ ଅଧିକ ଫୋକସ କରାଯିବ, ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା

Read more

ବିଧାନସଭାରେ ହୋହଲ୍ଲା ମନା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ କହିଲେ- ଆମେ ବିଲ୍‌କୁଲ୍ ଚୁପ୍ ରହିବୁ ନାହିଁ; ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ, ବାଚସ୍ପତି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆଣିଲେ ବିରୋଧ କରିବୁ

Read more

ଏନଏସି ନିଷ୍ପତ୍ତିକୁ ବିରୋଧ କରି କୁଚିଣ୍ଡା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ, ସଂଶୋଧିତ ମାର୍କେଟ କଂପ୍ଲେକ୍ସ ଚୁକ୍ତିନାମାକୁ ବିରୋଧ କରି ୬ ଘଣ୍ଟିଆ ବନ୍ଦ ଡାକରା,ସଂଶୋଧନ ନାଁରେ ଦୋକାନ ଗୃହର ଦର ବୃଦ୍ଧି କରାଯିବା ଅଭିଯୋଗ

Read more

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ଓ ଐତିହ୍ୟ କରିଡର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବୃହତ୍ତ ଯୋଜନାର ହୋଇଛି ଆରମ୍ଭ; ଗତକାଲି ଅପରାହ୍ନରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ କାର୍ଯ୍ୟ;ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶ୍ୟାନ୍ୟ କୋଣରେ ନିର୍ମାଣ ହୋଇଛି ଭବ୍ୟ ଯଜ୍ଞ ମଣ୍ଡପ

Read more

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖାଇରଅଣା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର; ଗାଁର ମଦନ ମହାନନ୍ଦିଆ ରାତିରେ ନିଜ ଜମିକୁ ଫସଲ ଜଗିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଜଡାମୁଣ୍ଡା ନାଳ ନିକଟରେ ଭାଲୁ ଆକ୍ରଣର ଶିକାର ହୋଇଛନ୍ତି

Read more