ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮୨୭୯କୁ ବୃଦ୍ଧି । ନବରଙ୍ଗପୁରରୁ ୩ ଓ ଖୋର୍ଦ୍ଧାରୁ ୨ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ଦିନକରେ ଆଉ

Read more

ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା, ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, ଆସନ୍ତା ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେବ, କେବେ ଖୋଲିବ ପ୍ରାଥମିକ ବିଦ୍ୟାଳୟ ?

Read more

ଆଜି ପବିତ୍ର ବିଜୟା ଦଶମୀ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନା ବେଶ, ଶ୍ରୀମନ୍ଦିର ମାର୍ଗଦର୍ଶିକା ଅନୁଯାୟୀ ଆଜି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ, କାଲି ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ କାର୍ତ୍ତିକ ନୀତି

Read more

ଆଜି ଦଶହରରାରେ ୭ଟି ନୂଆ ପ୍ରତିରକ୍ଷା କମ୍ପାନୀକୁ ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ବିଭାଗ ଦ୍ବାରା ଆୟୋଜିତ ହେବାକୁ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିସିରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ

Read more

ରାଜ୍ୟରେ ଆଉ ୬ ଜୀବନ ନେଲା ମହାମାରୀ କୋରୋନା, ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୮ ହଜାର ୨୭୪କୁ ବୃଦ୍ଧି, ଭୁବନେଶ୍ବରରେ ୨ ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ ମୃତ, କଟକ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଜଣେ ଲେଖାଏଁ ମୃତ

Read more

ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ED ସମନ

ବେଆଇନ ଅର୍ଥ କାରବାର ମାମଲାରେ ପଚରାଉଚରା ପାଇଁ ସମନ । ପ୍ରବର୍ତ୍ତନ ନିର୍ଦେଶାଳୟରେ ଆଜି ହାଜର ହେଲେ ନୋରା ଫତେହି କାଲି ଜେରା ପାଇଁ ହାଜର ହେବେ

Read more

ପୁରୀ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସିଲା ସଂଶୋଧିତ ନିୟମାବଳୀ

ଆସନ୍ତାକାଲିଠୁ କାର୍ଯ୍ୟକାରୀ ହେବ ସଂଶୋଧିତ ନିୟମାବଳୀ । ସକାଳ ୭ଟାରୁ ରାତି ୯ଟା ଯାଏ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଭକ୍ତ । ବିଶୋଧନ ପାଇଁ ସବୁ ରବିବାର

Read more