ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ ଓ ନୋରା ଫତେହିଙ୍କୁ ED ସମନ

ବେଆଇନ ଅର୍ଥ କାରବାର ମାମଲାରେ ପଚରାଉଚରା ପାଇଁ ସମନ । ପ୍ରବର୍ତ୍ତନ ନିର୍ଦେଶାଳୟରେ ଆଜି ହାଜର ହେଲେ ନୋରା ଫତେହି କାଲି ଜେରା ପାଇଁ ହାଜର ହେବେ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡେଜ । ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କଠୁ ୨୦୦ କୋଟିର ଠକେଇ ମାମଲାରେ ସମନ । ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ସହ ଉଭୟଙ୍କ ସଂପୃକ୍ତି ଥିବା ସନ୍ଦେହ ।

Leave a Reply

Your email address will not be published. Required fields are marked *