ଜେଇଇ ଆଡଭାନସଡ୍-୨୦୨୧ ପରୀକ୍ଷା ଫଳ ପ୍ରକାଶିତ, ୩୪୮ ନମ୍ବର ରଖି ଦିଲ୍ଲୀର ମୃଦୁଲ ଅଗ୍ରୱାଲ ଟପ୍ପର, କାବ୍ୟା ଚୋପ୍ରା ମହିଳା ବର୍ଗରେ ଟପ୍ପର, ୧୧୫ ରାଙ୍କ ସହ ବାଲେଶ୍ବରର ଗୌତମ ଦାସ ଓଡ଼ିଶା ଟପ୍ପର, ଚଳିତ ବର୍ଷ ୧,୪୧,୬୯୯ ଜଣ ଜେଇଇ ପରୀକ୍ଷା ଦେଇଥିଲେ, ୪୧ ହଜାର ୮୬୨ ଜଣ ଛାତ୍ରଛାତ୍ରୀ କୃତକର୍ଯ୍ୟ ହୋଇଛନ୍ତି

Read more

ଦେଶରେ ୨୪ ଘଣ୍ଟାରେ କୋରୋନାରୁ ୩୭୯ ମୃତ, ଦିନକରେ ୧୬,୮୬୨ ଆକ୍ରାନ୍ତ ଚିହ୍ନଟ, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୧ ହଜାର ୮୧୪କୁ ବୃଦ୍ଧି, ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୦ ଲକ୍ଷ ୩୭ ହଜାର ୫୯୨କୁ ବୃଦ୍ଧି, ମୋଟ ଆକ୍ଟିଭ କେସ୍- ୨,୦୩,୬୭୮, ସୁସ୍ଥ-୩,୩୩,୮୨,୧୦୦

Read more

ନାଗପୁରରେ RSS ପ୍ରତିଷ୍ଠା ଦିବସରେ ମୋହନ ଭାଗବତଙ୍କ ପ୍ରତିକ୍ରିୟା, ‘ତାଲିବାନ ଇତିହାସକୁ ସମସ୍ତେ ଜାଣନ୍ତି, ସାବଧାନ ରହିବା ଉଚିତ୍’, ‘ତାଲିବାନକୁ ଏବେ ବି ଚୀନ୍ ଓ ପାକିସ୍ତାନ ସହଯୋଗ କରୁଛନ୍ତି’, ‘ଭାରତ ପ୍ରତି ଏହି ୨ ଦେଶର ମାନସିକତା କିଛି ବି ମଧ୍ୟ ବଦଳିନି’

Read more

ବ୍ରହ୍ମପୁର ୧୨ ତାରିଖରେ ଉଦ୍ଧାର ୨ ମୃତଦେହ ଚିହ୍ନଟ କଲା ପୁଲିସ, ଉଭୟ ଗୋଇଲୁଣ୍ଡି ଅଞ୍ଚଳର ଦମ୍ପତି, ମୃତ୍ୟୁର କାରଣ ଅସ୍ପଷ୍ଟ,୧୨ ତାରିଖରେ ଉଭୟ ସଂପର୍କୀୟଙ୍କ ଘରକୁ ଯାଇ ନିଖୋଜ ଥିଲେ,ଗୋପାଳପୁର ପୁଲିସ ସଂଧ୍ୟାରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା

Read more