ଯାଜପୁର ବାଲିଚନ୍ଦ୍ରପୁର ଥାନା ମାଣ୍ଡୁକା ଅଞ୍ଚଳରୁ ଶିଶୁକନ୍ୟା ଉଦ୍ଧାର । ନବଜାତ ଶିଶୁକନ୍ୟାକୁ ଏକୁଟିଆ ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ଶିଶୁକନ୍ୟାକୁ ଉଦ୍ଧାର ପରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା |

Leave a Reply

Your email address will not be published. Required fields are marked *