

- SSB ଦ୍ବାରା କୃତକାର୍ଯ୍ୟ ୯୭୨ ନୂଆ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି | ପ୍ରଥମ ପର୍ଯ୍ୟାୟରେ ୬୩୮ ଜଣଙ୍କୁ ମିଳିଛି ନିଯୁକ୍ତି ପତ୍ର । ଦ୍ଵିତୀୟ ପର୍ଯ୍ୟାୟରେ ୨୯୨ ଜଣଙ୍କୁ ମିଳିବ ନିଯୁକ୍ତି ପତ୍ର । ୨୦୧୫-୧୬ ଓ ୨୦୧୬-୧୭ରେ ୧,୫୧୦ ଜଣଙ୍କୁ ଦିଆଯାଇଥିଲା ନିଯୁକ୍ତି
- ବଦଳିବ ଉତ୍କଳ ବିଶ୍ଵବିଦ୍ୟାଳୟ ମୁଖଶାଳା, ହେବ ନବକଳେବର : ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ନାମରେ ହୋଇଛି ନୂଆ ଡିଜାଇନ୍