ଆଜିଠାରୁ ପଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ | ଗୁପ୍ତି,ଡାଙ୍ଗମାଳ ଓ ଖୋଳା ପଥ ଦେଇ ପ୍ରବେଶ କରି ପାରିବେ ପଯ୍ୟଟକ, ପର୍ଯ୍ୟଟକଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ, କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ପର୍ଯ୍ୟଟକଙ୍କ ପାଇଁ ଦୀର୍ଘ ୩ ମାସ ବନ୍ଦ ରହିଥିଲା ଭିତରକନିକା |

Leave a Reply

Your email address will not be published. Required fields are marked *