ତିନି ବର୍ଷ ହେବ ଦରମା ପାଇନାହାନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି

ଦେଶର ସର୍ବାଧିକ ଟିକସ ଦେଉଥିବା କମ୍ପାନୀ ହେଉଛି ରିଲାଏନ୍ସ ଗ୍ରୁପ ।

ଗତ ୩ ବର୍ଷରେ ସରକାରୀ ରାଜକୋଷରେ ୫ ଲକ୍ଷ ୬୫୩ କୋଟି ଟଙ୍କା ଜମା କରିଛି ।

୨୦୨୨-୨୩ରେ ୧.୭୭ ଲକ୍ଷ କୋଟି ଟଙ୍କା ଜମା କରିଛି ।

ନିଯୁକ୍ତି ପ୍ରଦାନରେ ମଧ୍ୟ ୧ ନମ୍ବର ସ୍ଥାନରେ । ୨୦୨୨-୨୩ରେ ୯୫,୧୬୭ ନୂଆ ନିଯୁକ୍ତି ।

କୋଭିଡ୍ ମହାମାରୀ ସମୟରେ ମଧ୍ୟ କମ୍ପାନୀ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିଲା ।

କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଲଗାତାର ତୃତୀୟ ବର୍ଷ ପାଇଁ କୌଣସି ଦରମା ନେଇନାହାନ୍ତି ।

Leave a Reply

Your email address will not be published. Required fields are marked *