ଆଜିଠୁ ରାଜ୍ୟର ୧୬ଟି କେନ୍ଦ୍ରରେ ସିଭିଲ ସର୍ଭିସ୍‌ ମୁଖ୍ୟ ପରୀକ୍ଷା ଆରମ୍ଭ | କୋଭିଡ କଟକଣାରେ ୨ଟି ସିଟିଂରେ ଫେବ୍ରୁଆରି ୮ ଯାଏ ଚାଲିବ ପରୀକ୍ଷା | ୪ ହଜାର ୭୫୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି | ୨୩ରୁ ଆରମ୍ଭ ହେବ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ OPSC ପରୀକ୍ଷା |

Leave a Reply

Your email address will not be published. Required fields are marked *