ମମିତା ହତ୍ୟା ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ, ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ବିରାଟ ରାଲି ବାହାର କଲା ଦଳ । ଭୁବନେଶ୍ବର ଜିଲ୍ଲା ବିଜେପି, ମହିଳା ମୋର୍ଚ୍ଚା ସମେତ ରାଜ୍ୟର କିଛି ନେତା ସାମିଲ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ସହ CBI ତଦନ୍ତ ଦାବି କଲା ଦଳ ।

Leave a Reply

Your email address will not be published. Required fields are marked *