ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ଇସ୍ତଫା ଦାବି,ଆଜି ବିଜେପିର ଝାରସୁଗୁଡ଼ା, ଗଜପତି ବନ୍ଦ

ଆଜି ବିଜେପିର ୮ ଘଣ୍ଟିଆ ଝାରସୁଗୁଡ଼ା ଜିଲ୍ଲା ବନ୍ଦ ଡାକରା; ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବିଜେପିର ବନ୍ଦ ଡାକରା; ମମିତାଙ୍କ ପରିବାରକୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି; ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ପିକେଟିଂ, ରାସ୍ତା ଅବରୋଧ; ଦୋକାନବଜାର ବନ୍ଦ, ଗାଡି ଚଳାଚଳ ବ୍ୟାହତ

Leave a Reply

Your email address will not be published. Required fields are marked *