ଦେଶର ୭୫ତମ ସ୍ୱାଧୀନତା ଦିବସକୁ ବର୍ଷ ସାରା ପାଳନ କରିବ ଭାରତୀୟ ଜାତୀୟ କଂଗ୍ରେସ । ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଓଡିଶାର ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କମିଟିରେ ସ୍ଥାନ ମିଳିଛି ।

Leave a Reply

Your email address will not be published. Required fields are marked *