ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ସମ୍ବଲପୁର ଆସିବ ବିଜେପିର ଅନୁଧ୍ୟାନ କମିଟି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ ଗଠିତ ୪ ଜଣିଆ କମିଟି ସମ୍ବଲପୁର ଆସିବ

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସାର ଅନୁଧ୍ୟାନ ପାଇଁ ମେ ୧ ତାରିଖରେ ସମ୍ବଲପୁର ଆସିବ ବିଜେପିର ଅନୁଧ୍ୟାନ କମିଟି, ସାଂସଦ ବ୍ରଜରାଜଙ୍କ ନେତୃତ୍ବରେ ଗଠିତ ୪ ଜଣିଆ କମିଟି ସମ୍ବଲପୁର ଆସିବ,୨ ତାରିଖରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

Leave a Reply

Your email address will not be published. Required fields are marked *