ଆସନ୍ତାକାଲି ଠାରୁ ବନ୍ଦ ରହିବ କେନ୍ଦ୍ରାପଡ଼ା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ | ମେ’୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା | କୁମ୍ଭୀର ପ୍ରଜନନ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ |

Leave a Reply

Your email address will not be published. Required fields are marked *