କଂଗ୍ରେସର ୬ ଘଣ୍ଟିଆ ହରତାଳ ନେଇ ବିଜେଡିର ପ୍ରେସ୍‌ମିଟ୍‌

କଂଗ୍ରେସର ହରତାଳ ଏକ ଉପହାସ, ଝିଅକୁ ନେଇ ରାଜନୀତି ନ କରିବାକୁ ମମିତାଙ୍କ ବାପା ଅନୁରୋଧ କରିଥିଲେ, ଏଭଳି ପ୍ରସଙ୍ଗରେ ରାଜନୈତିକ ଦଳ ଶସ୍ତା ରାଜନୀତି କରୁଛନ୍ତି, ଆଜି କଂଗ୍ରେସର କର୍ମୀ ଓ କର୍ମକର୍ତ୍ତା ଘରୁ ବାହାରି ନାହାନ୍ତି, ସତ୍‌ସାହାସ ଥିଲେ କଂଗ୍ରେସ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଆନ୍ତୁ, କଂଗ୍ରେସ ବିଜେପିର ‘B’ ଟିମ୍‌ ବୋଲି ପୁଣି ଦୋହରାଇଲେ ସସ୍ମିତ, କଂଗ୍ରେସ ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି : ସସ୍ମିତ ପାତ୍ର

Leave a Reply

Your email address will not be published. Required fields are marked *