କଟକ ନୂଆପଡ଼ା ମଧୂସୁଦନ ସେତୁ ତଳେ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଓ ନନ୍ଦନକାନନ ଟିମ୍‌ର ଉଦ୍ୟମ ଜାରି | ୧୧ ଫୁଟର ମାଈ କୁମ୍ଭୀରର ପାଟିରେ ଲାଗିଥିବା ଜାଲ କାଢ଼ିବା ପରେ ତାକୁ ନଦୀରେ ଛାଡ଼ି ଦିଆଯିବ । ସୂଚନା ଦେଲେ ଵିଶେଷଜ୍ଞ ପ୍ରଫେସର ସୁଦର୍ଶନ ମହାରଣା ।

Leave a Reply

Your email address will not be published. Required fields are marked *