

- ରାଜ୍ୟରେ ଚୋରା ଦେଶୀ ବନ୍ଧୁକ କାରାବର ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ଏସ.ଟି.ଏଫ । ଅନୁଗୁଳ ଜିଲା ଛେଣ୍ଡିପଦା କେରେଜାଙ୍ଗରୁ ୮ଟି ଦେଶୀ ବନ୍ଧୁକ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ.ଟି.ଏଫ |
- ୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର | ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି |