କଟକରେ ଗୁଡ଼ିର ମାଞ୍ଜା ସୂତା ଲାଗି ଯୁବକ ମୃତ | ଜଗତପୁର ପୀରବଜାରରେ ସ୍ତ୍ରୀଙ୍କୁ ନେଇ ବାଇକ୍ରେ ଶ୍ବଶୁର ଘରକୁ ଯିବା ବେଳେ ଗୁଡ଼ି ସୂତା ବେକରେ ଲାଗି ଯିବାରୁ ଯୁବକ ଜୟନ୍ତ ସାମଲଙ୍କ ମୃତ୍ୟୁ
କଟକରେ ପୁଣି ଜୀବନ ନେଲା ଗୁଡ଼ିର ମାଞ୍ଜା ସୂତା । ସ୍ତ୍ରୀଙ୍କୁ ନେଇ ବାଇକ୍ରେ ଶ୍ବଶୁର ଘରକୁ ଯିବା ବେଳେ ଗୁଡ଼ି ସୂତା ବେକରେ ଲାଗି ଯିବାରୁ
Read more