ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପ୍ରସଙ୍ଗ, ଶିଶୁ ସୁରକ୍ଷା ଆୟୋଗଙ୍କ ପ୍ରତିକ୍ରିୟା, ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗକୁ ଅନୁରୋଧ କରିବି,ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବାକୁ ସୁପାରିସ କରିବି, ପ୍ରାଥମିକ ସ୍କୁଲ ଖୋଲିଲେ କୌଣସି ଅସୁବିଧା ହେବନି: ଶିଶୁ ସୁରକ୍ଷା ଆୟୋଗ

Read more

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ନେଇ ବିଜେପି ସା.ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, କହିଲେ-ମମିତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଲେ ନା କଳାହାଣ୍ଡି ଗଲେ, ଖଣ୍ଡେ ଭୋଟ୍ ପାଇଁ ବିଜେଡି ସବୁକିଛି କରିପାରେ,ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର ବଦଳରେ ତାଙ୍କ ସହ ଷ୍ଟେଜ୍ ସେୟାର କଲେ, କଳାହାଣ୍ଡିବାସୀ ଏହାର ଜବାବ ଦେବେ

Read more

ଆସନ୍ତା ୯ ତାରିଖ ସୁଦ୍ଧା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

Read more

ସ୍କୁଲ ଖୋଲିବା ପୂର୍ବରୁ ପିଲାଙ୍କ ସୁରକ୍ଷା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ୨୦ ତାରିଖରୁ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ,ସ୍କୁଲ ଖୋଲିବା ନେଇ ଶିକ୍ଷାମନ୍ତ୍ରୀଙ୍କ ସୂଚନା ପରେ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି

Read more

ରାଜ୍ୟରେ ଲୋକଙ୍କ ମଧ୍ୟରେ ଇମିନ୍ୟୁଟି ମଧ୍ୟ ଅଧିକ ରହିଛି, ଡରିବାର ନାହିଁ, ତିନି ମାସ ତଳେ ଇମିନ୍ୟୁଟି 75% ଥିଲା, ଏବେ ବି ଟିକାକରଣ ଚାଲିଛି, ତେବେ ଭାରତ ପାଇଁ ତୃତୀୟ ଲହର ଆଶଙ୍କା ଏବେ ବି କମିନି, ଆମକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ହେବ: ନିରଞ୍ଜନ ମିଶ୍ର

Read more

କେଦାରନାଥଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ, ଦର୍ଶନ ଅନୁଭୂତି ବର୍ଣ୍ଣନା ପାଇଁ ମୋ ପାଖରେ ଭାଷା ନାହିଁ, ଭାରତରେ ପ୍ରାଚୀନ କାଳରୁ ଋଷି ପରମ୍ପରା ରହି ଆସିଛି, ମହାନ ସନ୍ଥ ପରମ୍ପରା ସହ ଜଡ଼ିତ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛୁ: ମୋଦି

Read more

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କେଦାରନାଥ ଧାମ ଗ୍ରସ୍ତ, ଆଉ କିଛି ସମୟ ପରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ସମେତ ଉଦଘାଟନ ସହିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ, ଗ୍ରସ୍ତ ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପିଏମ୍‌

Read more

ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ, ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନା ମଧ୍ୟ ଗିରଫ; ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କଲା ଭିଜିଲାନ୍ସ, ଦୁର୍ନୀତି କାରବାରରେ ରାମଚନ୍ଦ୍ରଙ୍କ ପ୍ରମୁଖ ସହଯୋଗୀ ଥିଲେ ଲକ୍ଷ୍ମଣ

ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ, ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନା ମଧ୍ୟ ଗିରଫ; ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କଲା ଭିଜିଲାନ୍ସ, ଦୁର୍ନୀତି କାରବାରରେ

Read more

ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ , ରାମଚନ୍ଦ୍ରଙ୍କଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ, ନିମାପଡ଼ା ସରକାରୀ ବାସଭବନରୁ ୫୦ ହଜାର ଟଙ୍କା ଠାବ, କଟକ ସିଡିଏ ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଘରେ ଚଢ଼ାଉ ଜାରି

Read more

ଭୁବନେଶ୍ବରରୁ ଜୟପୁରକୁ ସିଧାସଳଖ ବିମାନ ସେବା ଆରମ୍ଭ, ଭର୍ଚୁଆଲରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ, କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ

Read more