ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା, ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ , ରାମଚନ୍ଦ୍ରଙ୍କଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ, ନିମାପଡ଼ା ସରକାରୀ ବାସଭବନରୁ ୫୦ ହଜାର ଟଙ୍କା ଠାବ, କଟକ ସିଡିଏ ସ୍ଥିତ ବାସଭବନ ଓ କେନ୍ଦ୍ରାପଡ଼ା ଘରେ ଚଢ଼ାଉ ଜାରି

Leave a Reply

Your email address will not be published. Required fields are marked *