Fast News ମମିତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି କି ନାହିଁ ତାହା ତଦନ୍ତ ଚାଲିଛି, ଭବାନୀପାଟଣା ସ୍ଥାନୀୟ ଅଞ୍ଚଳରେ ୪୫ରୁ ୬୦ କିମି ଯାଏ CCTV ଯାଞ୍ଚ କରିଥଲା ପୋଲିସ, ଫାଷ୍ଟଟ୍ରାକ୍ କୋର୍ଟରେ ଶୁଣାଣି ହେବ, ଖୁବଶୀଘ୍ର ଚାର୍ଜସିଟ୍ କରାଯିବ, ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯାଇଛି, ମମିତା ମର୍ଡର ମିଷ୍ଟ୍ରି: ଉତ୍ତରାଞ୍ଚଳ DIG ଦୀପକ କୁମାରଙ୍କ ଖୁଲାସା, ଗୋବିନ୍ଦ ସାହୁ ପୂର୍ବ ଯୋଜନାବଦ୍ଧ ଭାବେ, ମମିତାଙ୍କୁ ଗତ ୮ ତାରିଖରେ କାର୍ ଭିତରେ ହତ୍ୟା କରିଛି, ହତ୍ୟା ପରେ ମୃତଦେହକୁ ପୋଡ଼ି ଷ୍ଟାଡିଅମରେ ପୋତି ଦେଇଥିଲେ ଗୋବିନ୍ଦ, ମମିତାଙ୍କ ପାଖରେ ଗୋବିନ୍ଦଙ୍କ ବିରୋଧରେ କିଛି ପ୍ରମାଣ ଥିଲା: DIG October 20, 2021October 20, 2021 S pani 0 Comments Read more
Fast News ବଲାଙ୍ଗିର ମମିତା ମେହେର ହତ୍ୟାକାଣ୍ଡ ମାମଲା, ଟ୍ବିଟ୍ କରି ଦୁଃଖ ପ୍ରକାଶ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ: ଧର୍ମେନ୍ଦ୍ର, ମହାଲିଙ୍ଗ ସ୍କୁଲର ମାଲିକ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି, ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲିଛି ଏହି ବେସରକାରୀ ଶିକ୍ଷାନୁଷ୍ଠାନ, ଏହି ଘଟଣାରେ ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତି ଥିବା ମିଡିଆରେ ପ୍ରକାଶ ପାଉଛି, ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ: ଧର୍ମେନ୍ଦ୍ର October 20, 2021October 20, 2021 S pani 0 Comments Read more
Fast News ବିଜେଡିର ଯୋଗଦେଲେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଏବଂ ଶତାଧିକ ସମର୍ଥକଙ୍କ ସହ ଯୋଗଦେଲେ କୈଳାସ, ୨୦୧୪ରୁ ୨୦୧୯ ଯାଏ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ, ୨୦୧୯ ନିର୍ବାଚନରେ ମାତ୍ର ୨୨୯ ଖଣ୍ଡ ଭୋଟରେ ବିଜେଡ଼ିର ପ୍ରାର୍ଥୀଙ୍କଠୁ ହାରିଥିଲେ October 20, 2021October 20, 2021 S pani 0 Comments Read more
Fast News ମମିତା ମିଷ୍ଟ୍ରି; ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟ ଚାଲାଣ କଲା ବଲାଙ୍ଗିର ପୋଲିସ, ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା SDJM କୋର୍ଟକୁ ଚାଲାଣ କଲା ପୋଲିସ, ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡ ଆବେଦନ କରିପାରେ ପୋଲିସ October 20, 2021October 20, 2021 S pani 0 Comments Read more
Fast News କମିସନରେଟ ପୋଲିସ ହାତରେ ଡକାୟତି ଗ୍ୟାଙ୍ଗ, ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଗ୍ୟାଙ୍ଗକୁ କାବୁ କଲା ପୋଲିସ, ୫୧ଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଜବତ, ଏହି ଗ୍ୟାଙ୍ଗ୍ ଭୋର ସମୟରେ ଡକାୟତି କରନ୍ତି, ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକଗୁଡ଼ିକୁ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ପୋଲିସର ସୂଚନା October 20, 2021October 20, 2021 S pani 0 Comments Read more
Fast News WODCରୁ ଗୋବିନ୍ଦର କଲେଜକୁ ୩୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି, ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଥିବାରୁ ତାଙ୍କୁ ବରଖାସ୍ତ ଓ ଗିରଫ କରାଯାଉ, ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା, ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି, ମମିତା ମେହେର ମାମଲାର CBI ତଦନ୍ତ କରାଯାଉ; ସମୀର ମହାନ୍ତି, ମମିତାଙ୍କ ବାପା କହିଛନ୍ତି ସ୍କୁଲରେ ଯୌନ ବ୍ୟଭିଚାର ଚାଲିଥିଲା: ସମୀର October 20, 2021October 20, 2021 S pani 0 Comments Read more
Fast News ମମିତାଙ୍କୁ ହତ୍ୟା କରିଥିଲା ଗୋବିନ୍ଦ ! କଳାହାଣ୍ଡି:ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟାପିକା ନିଖୋଜ ଘଟଣା, ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସ୍ବୀକାର କରିଥିବା ସୂଚନା, ମମିତା ବିଭିନ୍ନ ସମୟରେ ବ୍ଲାକମେଲିଂ କରୁଥିବାରୁ ହତ୍ୟା କରିଥିବା ଗୋବିନ୍ଦ କହିଥିବା ସୂଚନା October 20, 2021October 20, 2021 S pani 0 Comments Read more
Fast News ବାଲେଶ୍ବର: ମଥାନୀରେ ବିପଦ ସଂକେତ ଉପରେ ଜଳକା ନଦୀ, ବିପଦ ସଙ୍କେତ 5.50 ମିଟର ଥିବା ବେଳେ, ଜଳସ୍ତର ରହିଛି 6.35 ମିଟର, ଜଳକାରେ ବନ୍ୟା ଆଶଙ୍କା, ପ୍ରଭାବିତ ହୋଇପାରେ ବସ୍ତା ଓ ସଦର ବ୍ଲକର 50 ଗାଁ, ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଜଳକାର ଜଳ October 20, 2021October 20, 2021 S pani 0 Comments Read more
Fast News BJDରେ ଯୋଗଦେବେ ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା, ଆଜି ଭୁବନେଶ୍ବରରେ ବିଜେଡିରେ ଯୋଗଦେବେ କୈଳାସ କୁଲେସିକା, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ସୂଚନା October 20, 2021October 20, 2021 S pani 0 Comments Read more
Fast News କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ, ଯୁବକଙ୍କ ଘର ଭୁବନେଶ୍ବର ଖାରବେଳନଗର ଅଞ୍ଚଳରେ ହୋଇଥିବା ସୂଚନା, ଗତକାଲି ସପନ ବେହେରା ନିଖୋାଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ, ପୋଲ ଉପରେ ସ୍କୁଟି ରଖି ନଦୀକୁ ଡେଇଁଥିବା ଦେଖିଲେ ସ୍ଥାନୀୟ ଲୋକେ, ଓଡ୍ରାଫ ଟିମ୍ର ପକ୍ଷରୁ ଖୋଜାଖୋଜି ପରେ ମିଳିଲା ମୃତଦେହ October 20, 2021October 20, 2021 S pani 0 Comments Read more