ପାର୍ବଣରେ ବଢ଼ୁଛି ରାଜ୍ୟର ଦୈନିକ ସଂକ୍ରମଣ, ଦୀର୍ଘ ଦିନ ପରେ ରେଡ୍‌ ଜୋନକୁ ଫେରିଲା ଖୋର୍ଦ୍ଧା ଜିଲ୍ଲା, ଭୁବନେଶ୍ବରରେ ବି ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବର୍ତ୍ତମାନ ରାଜଧାନୀରେ 3 ହଜାର 636 ରହିଛି ଆକ୍ଟିଭ କେସ ସଂଖ୍ୟା

Read more

କେନ୍ଦୁଝର ବାଂଶପାଣି ରେଳ ଷ୍ଟେସନରେ ଉତ୍ତେଜନା ଓ ଭଙ୍ଗାରୁଜା ଘଟଣା, ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନର ବରିଷ୍ଠ ଅଧିକାରୀଙ୍କ ଯାଞ୍ଚ, ଜଣଙ୍କୁ RPF ଯବାନ ପିଟି ମାରିଥିବା ଅଭିଯୋଗରେ ଉତ୍ତେଜନା ହୋଇଥିଲା, ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ RPF ଯବାନ ଗୁରୁତର ହୋଇଛନ୍ତି

Read more

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲା,ଫୁଲବାଣୀ ଟାଉନ ଥାନାରେ ଆତ୍ମସମର୍ପଣ କଲେ ମନୀଷଙ୍କ ୨ ସାଙ୍ଗ, ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ଯୁଂଜୟ, ଘଟଣା ଘଟିବା ଦିନ ଏହି ୨ ଜଣ ମନୀଷଙ୍କ ସହ ହୋଟେଲରେ ଥିଲେ। ଉଭୟଙ୍କୁ ଖୋଜୁଥିଲା ପୋଲିସ

Read more

ଆଜି କଳାହାଣ୍ଡିର ଆରାଧ୍ୟା ଦେବୀ ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, କରୋନା କଟକଣା ଯୋଗୁ ବିନା ଭକ୍ତରେ ଯାତ୍ରାକୁ ଅନୁମତି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି,ଭବାନୀପାଟଣାକୁ ସବୁ ପ୍ରବେଶପଥ ସିଲ୍, ୧୦ ପ୍ଲାଟୁନ ଫୋର୍ସ ମୁତୟନ

Read more

ସମ୍ପତ୍ତି ଠୁଳ ମାମଲାରେ ୩ ପ୍ରଥମ ଶ୍ରେଣୀ ଅଧିକାରୀ ଗିରଫ ଘଟଣା, ୩ ଅଧିକାରୀଙ୍କ ଠାରୁ ମୋଟ ୨୮ ଲକ୍ଷ ୯୭ ହଜାର ଟଙ୍କା ଠାବ, ପୂର୍ବରୁ ୨୨ ଲକ୍ଷ ୬୧ ହଜାର ଏବଂ ପରେ ୬ ଲକ୍ଷ ୩୫ ହଜାର ଠାବ ନେଇ ଭିଜିଲାନ୍ସ ସୂତ୍ରରୁ ସୂଚନା

Read more