Fast News ବାରିପଦା ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଦନ୍ତାହାତୀ, ବିଳମ୍ବିତ ରାତିରେ ହାତୀଟି କଲେଜ ପରିସରରେ ପଶିଯାଇଥିବା ସୂଚନା, ହାତୀକୁ ଘଉଡ଼ାଇବାକୁ ବନବିଭାଗ ଉଦ୍ୟମ ଜାରି ରଖିଛି October 9, 2021October 9, 2021 S pani 0 Comments Read more
Fast News ପାଟଣାଗଡ଼ ବିକ୍ରି ପାଇଁ ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ, ମହାରପଦର-ବନମାଳ ରାସ୍ତାକଡ଼ ପଡ଼ିଆରେ ଡିଲ୍ ବେଳେ ମାଡ଼ି ବସିଲା ବନବିଭାଗ କର୍ମଚାରୀ October 9, 2021October 9, 2021 S pani 0 Comments Read more
Fast News ଜଳେଶ୍ୱର ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୩ ଗିରଫ, କମର୍ଦ୍ଦା ଥାନା ବାଟଗ୍ରାମ ଅଞ୍ଚଳରେ ଚଢ଼ାଉ କରି ଜବତ କଲା ଅବକାରୀ ବିଭାଗ, ଜବତ ମଦର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବା ନେଇ ଅବକାରୀ ବିଭାଗର ସୂଚନା October 9, 2021October 9, 2021 S pani 0 Comments Read more
Fast News SCBରେ ରୋଗୀ ମୃତ୍ୟୁ ପରେ ଉତ୍ତେଜନା: ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ,ସହର ଉପକଣ୍ଠ ପୋଡାଅସ୍ତିଆରେ ରାସ୍ତାରୋକ ଯୋଗୁଁ ଗମନାଗମନ ଠପ୍, ଗତ ୩ରେ ପିଆରଏମ୍ ଚିକିତ୍ସାଧୀନ ରୋଗୀଙ୍କ ଉପରେ ଛାତ କଂକ୍ରିଟ ଖସିପଡ଼ିଥିଲା, ଗୁରୁତର ରୋଗୀଙ୍କ କାଲି SCBରେ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି October 9, 2021October 9, 2021 S pani 0 Comments Read more
Fast News ଉତ୍ତରପ୍ରଦେଶ ଲଖିମପୁରରେ ହିଂସା ମାମଲା, କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ, ଗତକାଲି ଆଶିଷ ମିଶ୍ରାଙ୍କୁ ସମନ କରିଥିଲା ଉତ୍ତରପ୍ରଦେଶ ପୋଲିସ October 9, 2021October 9, 2021 S pani 0 Comments Read more
Fast News କୋରାପୁଟ ସୁନାବେଡ଼ା ଥାନା ପଛପଟେ ପଡିଛି ବ୍ୟବସାୟୀଙ୍କ ମୃତଦେହ, ମୃତ ବ୍ୟବସାୟୀ ଦୟା ବାଘଙ୍କ ଘର ସୁନାବେଡାର ରାଜୀବ କଲୋନିରେ, ମୃତ୍ୟୁର କାରଣ ଅସ୍ପଷ୍ଟ, ସୁନାବେଡା ପୋଲିସର ତଦନ୍ତ ଜାରି October 9, 2021October 9, 2021 S pani 0 Comments Read more
Fast News ଖୋର୍ଦ୍ଧା ଅଟ୍ରି ଗାଁ ପୋଖରୀରେ ଭାସୁଛି ନିଖୋଜ ଯୁବତୀଙ୍କ ମୃତଦେହ, ଯୁବତୀଙ୍କୁ ହତ୍ୟା କରି ଫିଙ୍ଗା ଯାଇଥିବା ପରିବାର ଲୋକଙ୍କ ଅଭିଯୋଗ, ଗତ ୮ରୁ ନିଖୋଜ ଥିଲେ ସେବତୀ ବାରିକ, ପୋଲିସର ତଦନ୍ତ ଜାରି October 9, 2021October 9, 2021 S pani 0 Comments Read more
Fast News କୋରୋନା ସଂକ୍ରମଣ ନେଇ DMET ସିବିକେ ମହାନ୍ତିଙ୍କ ସୂଚନା, ‘ପାର୍ବଣକୁ ଦେଖି କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା’,‘ସେପ୍ଟେମ୍ବର ଓ ଅକ୍ଟୋବର ପାର୍ବଣ ଋତୁ, ଏହି ସମୟରେ ଭିଡ ଲାଗିରହେ’,‘ସାମାଜିକ ଦୂରତା ରୁହେନି, ମାସ୍କ ବ୍ୟବହାର କମ ଦେଖିବାକୁ ମିଳେ’, ‘ଫଳରେ କେନ୍ଦ୍ର ସରକାର ୩ ମାସ ଅଧିକ ସଚେତନତା ରହିବାକୁ କହିଛନ୍ତି’,‘କଟକଣାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକତା ରହିଛି’,‘ଏହାକୁ ଲୋକମାନେ ଢିଲା ଦେଲେ ବିପଦକୁ ବରଣ କରିବେ’,‘ସହଯୋଗ ନ କଲେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା’,ଲୋକ ସଚେତନ ହେଲେ ସଂକ୍ରମଣ ନିୟନ୍ତ୍ରଣରେ ରହିବ: DMET October 8, 2021October 8, 2021 S pani 0 Comments Read more
Fast News BJP ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା, ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର ଏବଂ ଜୁଏଲ ଓରାମ ସାମିଲ October 7, 2021October 7, 2021 S pani 0 Comments Read more
Fast News ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରାଣ୍ଡିଆରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ, ମୋଟ ୧୧ଟି ବ୍ଲକ୍ର ୩.୭୬ ଲକ୍ଷ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ, ହଜାରେ କୋଟି ଟଙ୍କାର ଶତାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ, କେରାଣ୍ଡିଆରେ ଜନସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ October 7, 2021October 7, 2021 S pani 0 Comments Read more