ଜଣେ ଗରିବ ଛାତ୍ରଙ୍କ ଇଞ୍ଜିନିୟରିଂ ପଢ଼ିବା ସ୍ବପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ, ବଲାଙ୍ଗିରର ମେଧାବୀ ଛାତ୍ର ତାରାଚାନ୍‌ ରଣାଙ୍କ ସ୍ବପ୍ନ ପୂରଣ କଲେ ନବୀନ, NIT ୱାରାଙ୍ଗଲରେ ନାମଲେଖା ପାଇଁ୯୬,୫୦୦ ଟଙ୍କା ମଞ୍ଜୁର କଲେ, ସିନ୍ଧେକେଲା ବଡ଼ପଡ଼ାର ତାରାଚାନ୍‌ JEE ମେନ୍‌ରେ ୯୯.୩୫% ନମ୍ବର ରଖିଛନ୍ତି, ତାରାଚାନଙ୍କ ଉଜ୍ବଳ ଭବିଷ୍ୟତ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

Read more

ଦକ୍ଷିଣ ଆଫ୍ରିକାରେ କୋରୋନାର ଭୟଙ୍କର ପ୍ରଜାତି ଦେଖା ଦେବା ପରେ ସଂକ୍ରମଣ ରୋକିବା ଲାଗି DMET ରମାରମଣ ମହାନ୍ତିଙ୍କ ପରାମର୍ଶ, ବିଦେଶ ଫେରନ୍ତାଙ୍କ ପାଇଁ ଅତି କମ୍‌ରେ ୧୦ ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ ହେଉ, କୋରୋନା ପଜିଟିଭ୍‌ ଚିହ୍ନଟ ହେଲେ ଭୂତାଣୁର ପ୍ରଜାତି ଯାଞ୍ଚ ହେଉ

Read more

ଜୁନିଅର ହକି ବିଶ୍ବକପରେ ଦକ୍ଷିଣ ଆଫ୍ରିକା-ଚିଲି ମୁକାବିଲା, ଚିଲିକୁ ୧-୫ ଗୋଲରେ ହରାଇଲା ଦକ୍ଷିଣ ଆଫ୍ରିକା, ଦକ୍ଷିଣ ଆଫ୍ରିକା ପକ୍ଷରୁ ୨ଟି ଗୋଲ୍‌ ଦେଲେ କ୍ୟାମେରନ ଫୋରେଷ୍ଟିଅର, ଚିଲି ପକ୍ଷରୁ ଏକମାତ୍ର ଗୋଲ ଦେଇଛନ୍ତି ଅଗଷ୍ଟିନ ଆମରସୋ

Read more

ବାଲେଶ୍ବରରେ BSKY କାର୍ଡ ବଣ୍ଟନ ଅବସରରେ CMଙ୍କ ଉଦ୍‌ବୋଧନ

୬୦୦ ମିସନ ଶକ୍ତି SHGର ମହିଳା ମାଛଚାଷ କରିବା ଖୁସିର କଥା, ମହିଳାମାନଙ୍କ ହାତକୁ ଆହୁରି ଅଧିକ କାମ ଯୋଗାଇ ଦିଆଯିବ: ନବୀନ, BSKYରେ ମହିଳାଙ୍କୁ ୧୦

Read more

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ EDରେ ହାଜର, ବେଆଇନ ଅର୍ଥ କାରବାର ନେଇ ପ୍ରବର୍ତ୍ତନ ନିର୍ଦେଶାଳୟରେ ହେବ ଜେରା, ଅଭୟ ପାଠକ ଓ ଆକାଶ ପାଠକଙ୍କ ସହ ଲିଙ୍କ୍‌ ନେଇ ହେବ ପଚରାଉଚରା, ଗତକାଲି ଅଭୟ ପାଠକଙ୍କୁ ଜେରା କରିଥିଲା ଇଡି

Read more

ଓଡ଼ିଶାରେ ୯୨.୨% ଗର୍ଭବତୀଙ୍କର ଡାକ୍ତରୀ ଅନୁଷ୍ଠାନରେ ପ୍ରସବ ହୋଇଛି, ୮୧.୫% ମହିଳା ଋତୁସ୍ରାବ ସମୟରେ ସ୍ବାସ୍ଥ୍ୟକର ଉପାୟ ଆପଣେଇଛନ୍ତି, ୧୫ରୁ ୨୪ ବର୍ଷୀୟା ମହିଳାଙ୍କ ଉପରେ ସାରା ଦେଶରେ ହୋଇଥିଲା ସର୍ଭେ, ଏହି କ୍ଷେତ୍ରରେ ଜାତୀୟ ହାର ୭୭.୩% ରହିଥିବା ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ(NFHS) ରିପୋର୍ଟରେ ସୂଚନା

Read more

ମୟୂରଭଞ୍ଜ ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଚଢ଼ାଉ ଜାରି, ଏଯାଏ ୪୧.୭୭ ଲକ୍ଷ ଟଙ୍କା, ୬୫୯ ଗ୍ରାମ ସୁନା ଜବତ କଲାଣି ଭିଜିଲାନ୍ସ, ଭୁବନେଶ୍ବରରେ ୨ଟି କୋଠା ଓ ଫ୍ଲାଟ, ୪ଟି ଗାଡ଼ି ଜବତ, ବାଲେଶ୍ବରରେ ସନ୍ତୋଷଙ୍କ ୪ ମହଲା କୋଠା ଓ ୩ଟି ଜମି ଠାବ, ଭୁବନେଶ୍ବରର ବଡ଼ଗଡ଼ ବ୍ରିଟ କଲୋନୀରେ ଆଜି ବି ଚଢ଼ାଉ ଜାରି

Read more

କେନ୍ଦ୍ରର ୩ଟି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ବର୍ଷେ ପୂରିଲା, ଆଜି ମହାପଞ୍ଚାୟତ ଥିବାରୁ ଦିଲ୍ଲୀ ସୀମାରେ ଶହଶହ ଚାଷୀଙ୍କ ସମାଗମ, କୃଷକଙ୍କ ପାଇଁ MSP ଗ୍ୟାରେଣ୍ଟି ସମେତ ୬ଟି ଦାବିରେ ଆନ୍ଦୋଳନ ଜାରି

Read more