ମୟୂରଭଞ୍ଜ ଜିଲ୍ଲା ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା, ବାଲେଶ୍ବର, ଭଦ୍ରକରେ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି | ପ୍ରତି ଟିମ୍‌ରେ ଅଛନ୍ତି ୧୦ ଜଣ ଲେଖାଏଁ ଅଧିକାରୀ | କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଚାଲିଛି

ମୟୂରଭଞ୍ଜ ଜିଲ୍ଲା ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା, ବାଲେଶ୍ବର, ଭଦ୍ରକରେ ଏକକାଳୀନ ୧୧ଟି

Read more

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା | ଭୁବନେଶ୍ବରରୁ ୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ।ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୪୦୧କୁ ବୃଦ୍ଧି

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା | ଭୁବନେଶ୍ବରରୁ ୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ।ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮

Read more

ମାଲକାନଗିରିରେ ବରଯାତ୍ରୀ ଉପରେ ମାଡ଼ିଗଲା ଟ୍ରକ, ବରର ବାପା ସମେତ ୩ ମୃତ

ମାଲକାନଗିରିର ପାଣ୍ଡ୍ରିପାଲିରେ ବରଯାତ୍ରୀ ଉପରେ ମାଡ଼ିଗଲା ଟ୍ରକ, ବରର ବାପା ଶିବ ଖେମୁଣ୍ଡୁଙ୍କ ସମେତ ୩ ଜଣ ବରଯାତ୍ରୀ ମୃତ, ୨ ଗୁରୁତର। ଟ୍ରକ ଭଙ୍ଗାରୁଜା କରିବା

Read more

ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସକୁ ବଡ଼ ସଫଳତା, ଯାତ୍ରୀବାହୀ ବସରୁ ୪୮ କେଜି ଗଞ୍ଜେଇ ଜବତ, ୩ ଗିରଫ, ବାରିପଦାରୁ କୋଲକତା ଯାଉଥିଲା ବସ, ଗତକାଲି ବିଳମ୍ବିତ ରାତିରେ ବସ ଉପରେ ଚଢ଼ାଉ କରିଥିଲା ପୋଲିସ

Read more

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିଅମ, ଆଜିଠାରୁ ପୁରୁଷ ଜୁନିଅର ହକି ବିଶ୍ବକପ୍‌, ବିନା ଦର୍ଶକରେ ନିରାଡ଼ମ୍ବର ଭାବେ ହେବ ଉଦଘାଟନୀ କାର୍ଯ୍ୟକ୍ରମ ଓ ମ୍ୟାଚ, ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ଓ ସାଉଥ ଆଫ୍ରିକା ଟକ୍କର, ସଂଧ୍ୟା ସାଢ଼େ ୭ଟା ଡିଫେଣ୍ଡିଙ୍ଗ ଚାମ୍ପିଅନ ଭାରତ ସହ ଫ୍ରାନ୍ସର ମୁକାବିଲା

Read more

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ଯାସ ପାଇଁ ଚାଲିଥିବା ଯଜ୍ଞର ଆଜି ପୂର୍ଣ୍ଣାହୁତି

ପୂର୍ଣ୍ଣାହୁତି ଦେବା ସହ ଶିଳାନ୍ୟାସ କରିବେ ଗଜପତି ମହାରାଜ ଦିବ୍ୟସିଂହ ଦେବ,ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ସହ ମଡେଲର ଅନାବରଣ କରିବେ,ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ପାଇଁ ପୁରୀରେ କଡ଼ା

Read more

କୃଷକ ଆନ୍ଦୋଳନକୁ ଖଲିସ୍ତାନୀ ଆନ୍ଦୋଳନ କହିଥିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଏତଲା ରୁଜୁ, ସୋସିଆଲ ମିଡିଆରେ କୃଷକଙ୍କୁ ଖଲିସ୍ତାନୀଭାବେ ବର୍ଣ୍ଣନା ଅଭିଯୋଗ

Read more

ଶିକ୍ଷାନୁଷ୍ଠାନର ଜମି, ବିଭାଗ ନାଁରେ ପଞ୍ଜୀକରଣ ହେବ, ସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍କୁଲ ଜମି ଗଣଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଡିଗ୍ରୀ କଲେଜ ନାଁରେ ଥିବା ଜମି ଉଚ୍ଚଶିକ୍ଷା ବିଭାଗ ନାଁରେ ପଞ୍ଜୀକୃତ ହେବ, ଜମି ବିଭାଜନ ସମ୍ଭବ ନହେଲେ ଉଚ୍ଚଶିକ୍ଷା ବିଭାଗ ନାଁରେ ରହିବ, ବିନାମୂଲ୍ୟରେ ହେବ ପଞ୍ଜୀକରଣ

Read more