ଭୁବନେଶ୍ୱର: ଜୁନିଅର ହକି ୱାର୍ଲଡ କପ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ରାଜଧାନୀରେ ୧୬ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ; ୧୦ଟି ହୋଟେଲରେ ରହୁଥିବା ଖେଳାଳି ଓ ଅଫିସିଆଲଙ୍କ ସୁରକ୍ଷାକୁ ଗୁରୁତ୍ୱ, ହୋଟେଲରୁ ଷ୍ଟାଡିୟମକୁ ଯିବାଆସିବା ଉପରେ ଅଧିକ ଫୋକସ କରାଯିବ, ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପିଙ୍କ ସୂଚନା

Read more

ବିଧାନସଭାରେ ହୋହଲ୍ଲା ମନା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ କହିଲେ- ଆମେ ବିଲ୍‌କୁଲ୍ ଚୁପ୍ ରହିବୁ ନାହିଁ; ବିଭିନ୍ନ ପ୍ରସଙ୍ଗରେ ହଙ୍ଗାମା କରିବୁ, ବାଚସ୍ପତି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆଣିଲେ ବିରୋଧ କରିବୁ

Read more

ଏନଏସି ନିଷ୍ପତ୍ତିକୁ ବିରୋଧ କରି କୁଚିଣ୍ଡା ବନ୍ଦ ଡାକରା ଦେଇଛି ବ୍ୟବସାୟୀ ସଂଘ, ସଂଶୋଧିତ ମାର୍କେଟ କଂପ୍ଲେକ୍ସ ଚୁକ୍ତିନାମାକୁ ବିରୋଧ କରି ୬ ଘଣ୍ଟିଆ ବନ୍ଦ ଡାକରା,ସଂଶୋଧନ ନାଁରେ ଦୋକାନ ଗୃହର ଦର ବୃଦ୍ଧି କରାଯିବା ଅଭିଯୋଗ

Read more

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଭକ୍ତଙ୍କ ପରିକ୍ରମା ଓ ଐତିହ୍ୟ କରିଡର ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବୃହତ୍ତ ଯୋଜନାର ହୋଇଛି ଆରମ୍ଭ; ଗତକାଲି ଅପରାହ୍ନରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାଯଜ୍ଞ କାର୍ଯ୍ୟ;ଶ୍ରୀମନ୍ଦିର ଉତ୍ତର ଦ୍ୱାର ଐଶ୍ୟାନ୍ୟ କୋଣରେ ନିର୍ମାଣ ହୋଇଛି ଭବ୍ୟ ଯଜ୍ଞ ମଣ୍ଡପ

Read more

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଖାଇରଅଣା ଗାଁରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର; ଗାଁର ମଦନ ମହାନନ୍ଦିଆ ରାତିରେ ନିଜ ଜମିକୁ ଫସଲ ଜଗିବାକୁ ଯାଇ ଘରକୁ ଫେରୁଥିବା ସମୟରେ ଜଡାମୁଣ୍ଡା ନାଳ ନିକଟରେ ଭାଲୁ ଆକ୍ରଣର ଶିକାର ହୋଇଛନ୍ତି

Read more

ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ: ବିଦାହେଲେ ଆଉ ଜଣେ ଅଫିସର, ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ବାଲେଶ୍ବର ଶାଖାର ପୂର୍ବତନ ରିଜିଓନାଲ ମ୍ୟାନେଜର ନରୋତ୍ତମ ବେହେରାଙ୍କୁ ବାଧ୍ୟତାମୂଳକ ଅବସର, ଏପର୍ଯ୍ୟନ୍ତ ୧୩୨ ଅଧିକାରୀଙ୍କ ଉପରେ ହେଲାଣି କାର୍ଯ୍ୟାନୁଷ୍ଠାନ

Read more

ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଏହି ଡାଟାଏଣ୍ଟ୍ରି ଅପରେଟର, ଲୋକଙ୍କ ଫଣ୍ଡ ଅଡ଼ିଟ, ସବ୍‌ରେଜିଷ୍ଟ୍ରିରେ କାର୍ଯ୍ୟରତ ଡାଟାଏଣ୍ଟ୍ରି ଅପରେଟର, ଲୋକସେବା ଭବନ ଏବଂ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ

Read more

ସୁନ୍ଦରଗଡ଼ରେ ୫୧ ଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତ ଛାତ୍ରୀ ସେଣ୍ଟ ମେରୀ ବାଳିକା ଉଚ୍ଚବିଦ୍ୟାଳୟ ହଷ୍ଟେଲର, ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଥିବା ସୂଚନା, ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ୩ ଦିନ ପାଇଁ ସସ୍‌ପେଣ୍ଡ, ୩ ଦିନ କ୍ଲାସ ସସ୍‌ପେଣ୍ଡ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦେଶ

Read more

ଓକାକ୍ CEOଙ୍କ ହ୍ବାଟ୍ସଆପ ହ୍ୟାକ୍ ମାମଲା, ମୁଖ୍ୟ ଅଭିଯୁକ୍ତ ଓକାଉଦୁରି ପାସ୍କଲକୁ, ବେଙ୍ଗଳୁରୁରୁ ଗିରଫ କଲା ଦିଲ୍ଲୀ ପୋଲିସ, ବେଙ୍ଗଳୁରୁ ଗଲା ଓଡ଼ିଶା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍, କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡାଙ୍କ ସୂଚନା, ଅଭିଯୁକ୍ତକୁ ଓଡ଼ିଶା ଆଣି ପଚରାଉଚରା କରିପାରେ କ୍ରାଇମବ୍ରାଞ୍ଚ

Read more