ଭିଜିଲାନ୍ସ ଜାଲରେ ନୂଆପଡ଼ା ସିନାପାଲିର ଲାଞ୍ଚୁଆ ICDS ସୁପରଭାଇଜର, ସୁପରଭାଇଜର ହର୍ଷମଣି ଦେଈଙ୍କୁ ଗିରଫ କଲା ଭିଜିଲାନ୍ସ, ସିନାପାଲି ବସଷ୍ଟାଣ୍ଡରେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ, ଶାଗୁନଭାଡ଼ିରେ ଅଙ୍ଗନବାଡ଼ି କର୍ମୀ ଭାବେ ଚାକିରି ଦେବାକୁ ନେଉଥିଲେ ଲାଞ୍ଚ, ଜିଲ୍ଲାର ୩ଟି ସ୍ଥାନରେ ଚଢ଼ାଉ

Read more

କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ନବୀନ, ୩୦୦ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ବି କରିବେ, ସୁରକ୍ଷା ପାଇଁ ବରିଷ୍ଠ ଅଧିକାରୀଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ମୁତୟନ

Read more

ଗୁଜରାଟ ସୁରତର ନିୟୋଲରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ଅଧିବାସୀ ହୋଇଥିବା ସୂଚନା, ସୁରତ ପୋଲିସ ଓଡ଼ିଶାକୁ ମାମଲା ହସ୍ତାନ୍ତର କରିବା ସମ୍ଭାବନା, ପୂର୍ବରୁ ମଧ୍ୟ ଗଞ୍ଜେଇ ଜବତ ମାମଲାରେ ମିଳିଥିଲା ଓଡ଼ିଶା ଲିଙ୍କ

Read more

ବାୟୁସେନାର ଗ୍ରୁପ୍‌ କ୍ୟାପ୍‌ଟେନ ଅଭିନନ୍ଦନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି, ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଗୁଳି କରି ଖସାଇଥିଲେ ଅଭିନନ୍ଦନ, ୨୦୧୯ ଫେବ୍ରୁଆରି ୨୭ର ଏହି ଘଟଣା ବେଳେ ୱିଙ୍ଗ କମାଣ୍ଡର ଥିଲେ ଅଭିନନ୍ଦନ

Read more

ଝାରସୁଗୁଡ଼ା ବିମାନବନ୍ଦରରେ ଆଜି ପାଳନ ହେବ ଉଡ଼ାଣ ଉତ୍ସବ, ଯୋଗଦେବେ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟ ପରିବହନ ମନ୍ତ୍ରୀ ଓ ସଚିବ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ, ମନ୍ତ୍ରୀଙ୍କ ସହ ବିମାନରେ ଉଡ଼ିବେ ଠକର ବାବା ଆଶ୍ରମର ୧୮ ଅସହାୟ ଶିଶୁ

Read more

ଓଡ଼ିଶାରୁ ଚାଲାଣ ହୋଇଥିବା ଗଞ୍ଜେଇ ବିହାରରେ ଜବତ, ପାଟନାରେ ୩୧୨ କେଜି ଗଞ୍ଜେଇ ଜବତ କଲା NCB, ୨ ଗିରଫ, ବଖତିୟାରପୁର-ବିହାର ଶରିଫ ଅଞ୍ଚଳରେ ଏକ ଟ୍ରକରୁ ଗଞ୍ଜେଇ ଜବତ, ରାୟଗଡ଼ାର ଗୁଣପୁର ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥିବା ସୂଚନା, ତଦନ୍ତ ଜାରି ଥିବା NCB ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା

Read more