ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ରାଜ୍ୟରେ BJDର ଆନ୍ଦୋଳନ, ଆଜି କଟକ RDC ଅଫିସ ଘେରିବେ ବିଜେଡି ଛାତ୍ର, ଯୁବ ଓ ମହିଳା ସଂଗଠନ, କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନର ସବୁ ବ୍ଲକ୍‌ରେ ମଧ୍ୟ ହେବ ଆନ୍ଦୋଳନ, କାଲି ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର RDC ଡିଭିଜନରେ ଆନ୍ଦୋଳନ ନିଷ୍ପତ୍ତି

Read more

ଗଞ୍ଜାମ ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀ ଗିରଫ, ଚିକିଲି ଗାଁର ନକଲି IIC ସୁନୀଲ ଗୌଡ଼କୁ ଗିରଫ କଲା ପୋଲିସ, ଖଲ୍ଲିକୋଟ IICଙ୍କ ନାଁ ନେଇ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ, ଧମକପୂର୍ଣ୍ଣ ଫୋନ୍‌ କଲ୍‌ ରେକର୍ଡିଂ ଭାଇରାଲ ହେବା ପରେ ପଦକ୍ଷେପ

Read more

ମମିତା ମାମଲାରେ BJD ର ପ୍ରଣବ ପ୍ରକାଶଙ୍କ ବୟାନକୁ ବିଜେପିର ସମାଲୋଚନା; ପ୍ରଣବ ପ୍ରକାଶ ଦାସଙ୍କ ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ବାନ୍ଧିବେ ବୟାନକୁ ନେଇ ପୀତାମ୍ବର ଆଚାର୍ଯ୍ୟ କହିଲେ- ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଆଇନ ବିଷୟରେ ଅଜ୍ଞ, ଏଭଳି ବୟାନ ପ୍ରଣବଙ୍କ ଅଜ୍ଞତା ଓ ଅହଂକାରର ପରିପ୍ରକାଶ

Read more

କେନ୍ଦ୍ରର ଜନକଲ୍ୟାଣ ଯୋଜନାକୁ ରାଜ୍ୟ ହଡ଼ପ କରୁଛି, କେନ୍ଦ୍ର ସରକାର ୪୧ଟି ବିଭାଗରେ ରାଜ୍ୟକୁ ଅର୍ଥ ପ୍ରଦାନ କରୁଛନ୍ତି, ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ର ୩,୩୨୩ କୋଟି ଟଙ୍କା ଦେଇଛି, ସବୁ ଯୋଜନାକୁ ରାଜ୍ୟ ସରକାର ନିଜର କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ

Read more

KBN ଗ୍ରୁପ ମାଷ୍ଟରମାଇଣ୍ଡ ବୁବୁ ଜେନାର ଗାଡ଼ି ଉଠାଇ ନେଲା ପୁଲିସ, ଘାଟିକିଆ ଅଞ୍ଚଳରୁ ବୁବୁର ଖୋଲା ଜିପକୁ କ୍ରେନ ଯୋଗେ ଉଠାଇ ନେଲା, ବୁବୁ ଜେନାର ଟେର ଏଯାଏଁ ପାଇନି ପୁଲିସ, ଧରିବାକୁ ଉଦ୍ୟମ ଜାରି

Read more

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଶାଣି ଘୁଞ୍ଚିଲା, ଆବେଦନର ଶୁଣାଣି ପାଇଁ ୨୪ ତାରିଖକୁ ଧାର୍ଯ୍ୟ କଲେ JMFC କୋର୍ଟ, ଗୋବିନ୍ଦଙ୍କ ଦସ୍ତଖତ ପରୀକ୍ଷା ପାଇଁ ପୋଲିସ JMFCରେ ଆବେଦନ କରିଥିଲେ

Read more

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ କେନ୍ଦ୍ରାପଡ଼ା କଲେଜ ଛକରେ ଛାତ୍ର ବିଜେଡି ପକ୍ଷରୁ ପ୍ରବଳ ବିରୋଧ, ଉତ୍ସବରେ ଯୋଗ ଦେବାକୁ ଗଲା ବେଳେ ଅଣ୍ଡା ମାଡ଼ ସହ ନାରାବାଜି

Read more

IIT ଗୁଆହାଟିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାନୋ ଟେକ୍‌ନୋଲୋଜି ଓ ଭାରତୀୟ ଜ୍ଞାନ ପ୍ରଣାଳୀ କେନ୍ଦ୍ର ଉଦ୍‌ଘାଟନ କଲେ, ଉତ୍ତର ପୂର୍ବାଞ୍ଚଳକୁ ସବୁଜ ଶକ୍ତି ବିକାଶର ଏକ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ, ଜୈବ

Read more

PMGKAYରେ ଆଉ ୮ ମାସ ଚାଉଳ ଯୋଗାଇବା ଦାବି ପ୍ରସଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ସ୍ବାଗତ କଲା କଂଗ୍ରେସ, ମୁଖ୍ୟମନ୍ତ୍ରୀ ଚିଠି ଲେଖିବାର ଯଥାର୍ଥତା ରହିଛି: ପିସିସି ସଭାପତି, ଆଗାମୀ ଫସଲ ଅମଳ ହେବା ଯାଏ କେନ୍ଦ୍ର ସରକାର ରାସନ ଦିଅନ୍ତୁ: ନିରଞ୍ଜନ, କେନ୍ଦ୍ର ନଦେଲେ ରାଜ୍ୟ ମାଗଣା ରାସନ ଯୋଗାଉ: ନିରଞ୍ଜନ,

Read more

ସୁବର୍ଣ୍ଣପୁର ଜଙ୍ଗଲ ଭିତରୁ ଚୋରି ଶିଶୁ କନ୍ୟା ଉଦ୍ଧାର, ଅର୍ଜୁନପୁର-ଶରଧାପଲି ରାସ୍ତାର ପ୍ରତାପପୁର ନିକଟରେ ପଡ଼ିଥିଲା ଶିଶୁ, ଖବର ପାଇ ପୋଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି, ଗତକାଲି ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଅଭିଯୋଗ କରିଥଲେ ପରିବାର ଲୋକେ

Read more