ବିଜେଡି ଶାସନରେ ମହିଳା ଓ ଶିଶୁ ବିପଦରେ, ମମିତା ମାମଲାରେ ସରକାର ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି, କିଛି ମୁଷ୍ଟିମେୟ ପୁଲିସ ଅଧିକାରୀ ବିଜେଡିର ମୁଖପାତ୍ର ସାଜିଛନ୍ତି – ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

Read more

ମମିତା ମାମଲାରେ ୧୬୪ରେ ୧୦ ଜଣଙ୍କ ବୟାନ ରେକର୍ଡ, ବୟାନ ରେକର୍ଡ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୨ ବଙ୍ଗାଳି ଲୋକ ଥିବା ସୂଚନା, ହଷ୍ଟେଲର ଆଉ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟ ବୟାନ ରେକର୍ଡ, ଅଭିଯୁକ୍ତ ଗୋବିନ୍ଦ ୬ଟି ମୋବାଇଲ୍ ବ୍ୟବହାର କରୁଥିଲା

Read more

ରାଷ୍ଟ୍ରପତି ଭବନରେ ୩୪ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ସେମାନଙ୍କ ମଧ୍ୟରେ ଅଛନ୍ତି ୧୮ ଜଣ ହକି ଖେଳାଳି, ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଅର୍ଜୁନ ପୁରସ୍କାର କ୍ରିକେଟର ଶିଖର ଧାୱନଙ୍କ ବି ପାଇଲେ ଅର୍ଜୁନ ପୁରସ୍କାର

Read more

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ବିଚ୍‌ ରାସ୍ତାରେ ବୁଲିଲା ମାରଣାସ୍ତ୍ର, ସହରରେ ଦୋକାନ କରିଥିବା ଜଣେ କମ୍ପ୍ୟୁଟର ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଅନ୍ୟ ଜଣେ ଯୁବକ, ନିଜ ସ୍ତ୍ରୀଙ୍କ ଉପରେ ସନ୍ଦେହ ଘଟଣାକୁ ନେଇ ଏହି ଆକ୍ରମଣ ହୋଇଥିବା ଜଣାଯାଇଛି, ପୁଲିସ୍‌ ଆକ୍ରମଣକାରୀଙ୍କୁ ଅଟକ ରଖିଛି

Read more

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ, ଆଜି ଶ୍ରୀମନ୍ଦିରର ହେବ ସାନିଟାଇଜେସନ୍, କାଲି ବଡ଼ ଏକାଦଶୀ, ଭିଡ଼ ଆଶଙ୍କାରେ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କଲା ମନ୍ଦିର ପ୍ରଶାସନ

Read more

ଆଜିଠାରୁ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରଭାବ କମିବ, ଶୀତର ପ୍ରଭାବ ରହିବନି, ଆକାଶ ମେଘାଚ୍ଛନ୍ନ ରହିବା ସମ୍ଭାବନା, ରାତି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ୧୭ରୁ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ସମ୍ଭାବନା, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

Read more

ମଣିପୁର ଚୁରାଚାନ୍ଦପୁରର ସିଂହହାଟରେ ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ଟିମ୍‌କୁ ଆତଙ୍କବାଦୀ ଆକ୍ରମଣ । କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ପୁଅ, ୪ ଯବାନ ନିହତ। ଆକ୍ରମଣ ପଛରେ ମଣିପୁର ପିପୁଲ୍‌ସ ଲିବରେସନ ଆର୍ମିର ହାତ ସନ୍ଦେହ। ଆକ୍ରମଣକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହଙ୍କ ନିନ୍ଦା

ମଣିପୁର ଚୁରାଚାନ୍ଦପୁରର ସିଂହହାଟରେ ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ଟିମ୍‌କୁ ଆତଙ୍କବାଦୀ ଆକ୍ରମଣ। କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ପୁଅ, ୪ ଯବାନ

Read more