ମଣିପୁର ଚୁରାଚାନ୍ଦପୁରର ସିଂହହାଟରେ ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ଟିମ୍‌କୁ ଆତଙ୍କବାଦୀ ଆକ୍ରମଣ । କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ପୁଅ, ୪ ଯବାନ ନିହତ। ଆକ୍ରମଣ ପଛରେ ମଣିପୁର ପିପୁଲ୍‌ସ ଲିବରେସନ ଆର୍ମିର ହାତ ସନ୍ଦେହ। ଆକ୍ରମଣକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହଙ୍କ ନିନ୍ଦା

ମଣିପୁର ଚୁରାଚାନ୍ଦପୁରର ସିଂହହାଟରେ ଆସାମ ରାଇଫଲ୍ସର ଜଣେ ବରିଷ୍ଠ ଅଧିକାରୀଙ୍କ ଟିମ୍‌କୁ ଆତଙ୍କବାଦୀ ଆକ୍ରମଣ। କର୍ଣ୍ଣେଲ ବିପ୍ଳବ ତ୍ରିପାଠୀ, ତାଙ୍କ ସ୍ତ୍ରୀ ଓ ପୁଅ, ୪ ଯବାନ ନିହତ। ଆକ୍ରମଣ ପଛରେ ମଣିପୁର ପିପୁଲ୍‌ସ ଲିବରେସନ ଆର୍ମିର ହାତ ସନ୍ଦେହ। ଆକ୍ରମଣକୁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂହଙ୍କ ନିନ୍ଦା

Leave a Reply

Your email address will not be published. Required fields are marked *