୩୧ତମ ଚଳଚ୍ଚିତ୍ର ପୁରସ୍କାର ନେଇ ବିବାଦ : ‘ଛବିରାଣୀ’ ଚଳଚିତ୍ର ନିର୍ଦେଶକ ବବି ଇସଲାମ ଓ ଅଭିନେତା ମିଟୁ ମିଥୁନଙ୍କ ଆତ୍ମହତ୍ୟା ଉଦ୍ୟମ । ନବୀନ ନିବାସ ଆଗରୁ ଉଠାଇନେଲା ପୋଲିସ । କପି ଫିଲ୍ମକୁ ପୁରସ୍କାର ଦିଆଯାଉଥିବାବେଳେ ମୌଳିକ ଫିଲ୍ମକୁ ପୁରସ୍କାର ଦିଆଯାଉନଥିବା ଅଭିଯୋଗ I

Read more

ପଦ୍ମପୁରରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ଅଣ୍ଡାମାଡ଼, ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼, ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ଅଣ୍ଡାମାଡ଼ ହୋଇଛି

Read more

ପ୍ରଦୂଷଣ ରୋକିବ ଲକ୍‌ଡାଉନ ! ଦିଲ୍ଲୀ ଓ ଆଖପାଖ ଅଞ୍ଚଳର ପ୍ରଦୂଷଣ ସମସ୍ୟା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟ ୩ ଜଣିଆ ଖଣ୍ଡପୀଠଙ୍କ ଭର୍ତ୍ସନା, ପ୍ରଦୂଷଣ ପାଇଁ କେବଳ ଚାଷୀଙ୍କୁ ଦାୟୀ କରୁଥିବାରୁ ଭର୍ତ୍ସନା, ଦିଲ୍ଲୀରେ ୨ ଦିନିଆ ଲକ୍‌ଡାଉନ ଲାଗୁ ପାଇଁ ପ୍ରସ୍ତାବ ଦେଲେ କୋର୍ଟ

Read more

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ହଲିସ, ଛତ୍ରପୁର ଓ ନରସିଂହପୁର ଗାଁରେ ଚାଷୀ ଏବେ ଚିନ୍ତାରେ,ଚାଷୀ ଆଉ କିଛିଦିନ ପରେ ଧାନ ଅମଳ କରି ଖଳାକୁ ନେଇଥାନ୍ତେ, କିନ୍ତୁ ମୌସୁମୀ ବର୍ଷା ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି

Read more

ଭୁବନେଶ୍ବର ଓ କଟକ ସମେତ ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା, ପୂର୍ବାହ୍ନ ୧୦ଟା ୩୦ ଯାଏ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ; ୧୦ ଜିଲ୍ଲା-ଗଞ୍ଜାମ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଗଜପତି, ପୁରୀ, କଳାହାଣ୍ଡି, ଖୋର୍ଦ୍ଧା, କଟକ ଓ କେନ୍ଦୁଝରରେ ବି ବର୍ଷା ସମ୍ଭାବନା

Read more

ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ ଅଣ୍ଡାମାଡ଼

ବରଗଡ଼: ମମିତା ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବରଗଡ଼ର ଏକାମ୍ର ଛକରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ କାର୍ ଉପରକୁ ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ।

Read more

ପୋଲିସ ଚାକିରି ଦେବାକୁ କହି ଠକି ନେଲେ ଦେଢ଼ କୋଟି

୨ ଜଣ ଠକ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣାକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ୩୮ ଜଣ ଆଶାୟୀଙ୍କଠାରୁ ଦେଢ଼ କୋଟି

Read more

OCAC ସିଇଓଙ୍କ ନାଁରେ ହ୍ବାଟସ ଆପ୍‌ରେ ଟଙ୍କା ମାଗିବା ଘଟଣା; ବେଙ୍ଗଳୁରୁରୁ ହ୍ୟାକ୍‌ ହୋଇଥିବା ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ, ୩ଟି ଆକାଉଣ୍ଟକୁ ଟଙ୍କା ଯାଇଥିବା ସୂଚନା, ହ୍ୟାକରକୁ ଧରିବାକୁ ବେଙ୍ଗଳୁରୁ ଯିବ କ୍ରାଇମବ୍ରାଞ୍ଚ ସାଇବର ପୋଲିସ

Read more