ଭାରତୀୟ ହକି ଦଳର ପୂର୍ବତନ ଅଲିମ୍ପିକ୍ସ ପଦକ ବିଜେତା ଶ୍ରୀଜେଶଙ୍କୁ ‘ପଦ୍ମଭୂଷଣ’ ; ଅବସରପ୍ରାପ୍ତ ଭାରତୀୟ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ‘ପଦ୍ମଶ୍ରୀ’
ନୂଆଦିଲ୍ଲୀ: ଅବସରପ୍ରାପ୍ତ ଭାରତୀୟ ଅଫ୍ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ସୋମବାର ରାଷ୍ଟ୍ରପ୍ରତି ଦ୍ରୌପଦୀ ମୁର୍ମୁଙ୍କ କରକମଳରୁ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପତିଙ୍କ ଆବାସରେ ଆୟୋଜିତ ସ୍ବତନ୍ତ୍ର
Read more